Month: May 2020

କେବେ ମିଳିବ ? ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ଆଇନଗତ ମାନ୍ୟତା ?

‘ଓଡିଆ ଏକ୍‌ଟା ଭାଷା ନଏଁ’ ବୋଲି ପଡୋଶୀ ରାଜ୍ୟରୁ ଯେତେବେଳେ ଯୋରଦାର୍‌ ଆବାଜ୍‌ ଉଠିଲା ସେତବେଳେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଉତ୍କଳ ଗୌରବ ମଧୁସୂଦନ...

ଯାଜପୁର ରେ ଜିଲା ସ୍ତରୀୟ ବନ୍ଦେ ଉତ୍କଳ ସଙ୍ଗୀତ ଗାନ କାର୍ଯ୍ୟକ୍ରମ।

ଯାଜପୁର(ସଂକେତ ଖବର) ଯାଜପୁର ଜିଲା ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ବନ୍ଦେ ଉତ୍କଳ ଜନନୀ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲାପରିଷଦ ଅଧ୍ୟକ୍ଷ...

ପ୍ରବାସୀ ଶ୍ରମିକଙ୍କ ସମସ୍ୟା : ଏକ ସାମାଜିକ ସଙ୍କଟ !

କରୋନା କଟକଣା ମଧ୍ୟରେ ଦେଶର କୋଣ ଅନୁକୋଣରେ ପ୍ରବାସୀ ଶ୍ରମିକ ମାନଙ୍କର ଯେଉଁ କରୁଣ ଚିତ୍ର ଦେଖିବାକୁ ମିଳିଲା ତାହା ଦେଶର କେବଳ ଆର୍ଥିକ ସଙ୍କଟକୁ ପଦାରେ...

ରାଜ୍ୟ କ୍ୟାବିନେଟରେ ପର୍ଯ୍ୟଟନ ନୀତି ସଂଶୋଧିତ : ସୁକିନ୍ଦା ଅଶୋକଝରରେ ହେବ ବୋଟିଂ ବ୍ୟବସ୍ଥା

ସୁକିନ୍ଦା(ସଙ୍କେତ ଖବର) ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ଓଡ଼ିଶା ପର୍ଯ୍ୟଟନ ନୀତି-୨୦୧୬କୁ ସଂଶୋଧିତ କରିଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି...

ଧର୍ମଶାଳା ରେ ନିର୍ମାଣ ଶ୍ରମିକଙ୍କୁ ମିଳିନି କୋରୋନା ସହାୟତା।

ଧର୍ମଶାଳା(ସଙ୍କେତ ଖବର) ଯାଜପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକ ମାନେ ସେମାନଙ୍କର କରୋନା ସହାୟତା ବାବଦ ପ୍ରାପ୍ୟ ପାଇ ପାରୁ ନାହାନ୍ତି । ଏଥିପାଇଁ ଯାଜପୁର...

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ

ଛତିଶଗଡ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ଅଜିତ ପ୍ରମୋଦ କୁମାର ଯୋଗୀଙ୍କ ଆଜି ୭୪ ବର୍ଷ ବୟସରେ ଏକ...

ବଡ଼ଚଣା:ବୈରୀ ପୁଲିସ ପକ୍ଷରୁ କରୋନା ସଚେତନତା ।

ବଡ଼ଚଣା(ସଙ୍କେତ ଖବର) କୋରୋନା ର ଭୟାଭୟତା ବାବଦରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ଯାଜପୁର ପୋଲିସର ସ୍ୱତନ୍ତ୍ର ପଦକ୍ଷେପ। ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ...

You cannot copy content of this page