Month: May 2020

ରାଜଧାନୀରେ ନାବାଳକ ATM ଲୁଟେରା !

ଭୁବନେଶ୍ୱର(ସଙ୍କେତ ଖବର) ଇଣ୍ଟରନେଟର ବହୁଳ ବ୍ୟବହାର ଦିନକୁ ଦିନ ଯୁବପିଢିଙ୍କୁ ଦିଗହରା କରୁଥିବାର ଖବର ଶୁଣି ଆସୁଥିବା ବେଳେ ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି...

ସୁକିନ୍ଦା ରେ ଖୋଳାଯିବ ୪୮୦ ପୋଖରୀ

ସୁକିନ୍ଦା(ସଂକେତ ଖବର) ଗ୍ରାମାଞ୍ଚଳ ପାଣି ସମସ୍ୟା ଦୂର କରିବାକୁ ପ୍ରତି ପଞ୍ଚାୟତରେ ଅତି କମରେ ୧୦ଟି ଲେଖାଏଁ ପୋଖରୀର ଆବଶ୍ୟକତା ରହିଛି। ସେଥିପାଇଁ ଦାନଗଦି ବ୍ଲକରେ୨୩୦ଟି ଏବଂ...

ଯାଜପୁର;୧୧ ପଜିଟିଭ,୨୫ ନେଗେଟିଭ

ଯାଜପୁର(ସଂକେତ ଖବର) ଯାଜପୁର ଜିଲ୍ଲାରେ ଆଜି ପୂର୍ବାହ୍ନରେ 11ଜଣ ପିଜେଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ 25ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାରେ ମୋଟ 253ଜଣ...

ସମ୍ବିତ ପାତ୍ରଙ୍କ ଦେହରେ କୋରୋନା ଭୁତାଣୁ

ନୂଆଦିଲ୍ଲୀ(ଏଜେନ୍ସି) ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଙ୍କ ଦେହ ରେ କୋରୋନା ଭୁତାଣୁ ମିଳିଛି। ଯାହାକୁ ନେଇ ସାରା ଦେଶ ରେ ଚର୍ଚ୍ଚା ଜୋର ଧରିଛି।...

ବରୁଣ ଗାନ୍ଧୀଙ୍କ ୫ ବର୍ଷୀୟ ଗ୍ରାଜୁଏଟ ଝିଅ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅଣନାତୁଣୀ ତଥା ବରୁଣ ଗାନ୍ଧୀଙ୍କ ୫ ବର୍ଷିୟା କନ୍ୟା ଅନସୂୟା ଗାନ୍ଧୀ ଦେଶର ଅନ୍ୟତମ କନିଷ୍ଠ ଗ୍ରାଜୁଏଟ୍ ଭାବରେ ପରିଗଣିତ ହୋଇଛନ୍ତି।...

ଯାଜପୁର:ଯୌତୁକ ପାଇଁ ମାରିଦେଲେ।

ଦଶରଥପୁର(ସଙ୍କେତ ଖବର) ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ । ମୃତକ ଦଶରଥପୁର ବ୍ଲକ ନୂଆପାଟଣା ଗ୍ରାମର ସଙ୍ଗୀତା ଦାସ ବୋଲି...

You cannot copy content of this page