Month: March 2021

1 ମିନିଟରେ ୧୭ ଶ୍ଳୋକ ଗାଇ ସର୍ବ ଭାରତୀୟ ସ୍ତରରେ ପ୍ରଥମ ହେଲେ ଆଦ୍ୟାଜ୍ୟୋତି

ଯାଜପୁର(ସଂକେତ ଖବର) ଯାଜପୁର ସହରସ୍ଥ ବିବିସରାଇ ଗ୍ରାମର ଆଦିତ୍ୟ କୁମାର ଦାଶଙ୍କ ୧୦ ବର୍ଷର ଝିଅ ତଥା ସହରସ୍ଥ ଡିଏଭି ସ୍କୁଲର ୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି...

କୋରାଇ:ଏକତା ପରିଷଦ ଓ ସେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ୫ଦିନିଆ ଶ୍ରମଦାନ ଶିବିର ।

କୋରାଇ(ସଂକେତ ଖବର):କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ଫଚାୟତସ୍ଥିତ ଣ୍ଡାରା ଗାଁର ଦିଲେଇ ସାହିରେ ଏକତା ପରିଷଦ ଓ ସେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପଂଚଦିନିଆ ଶ୍ରମଦାନ ଶିବିର ଅନୁଷ୍ଠିତ...

ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର ଅଧିକାରୀ ମାନଙ୍କ କର୍ମଶାଳା ଅନୁଷ୍ଠିତ ।

ଯାଜପୁର, ତା ୧୨ା୩ ( ସଂକେତ ଖବର) ପ୍ରତ୍ୟେକ ପିଲା ତାହାର ପରିବାର ବା ଅଭିଭାବକଙ୍କ ସହ ରହିବା ତାହାର ଅଧିକାର । ତେବେ ଅବହେଳିତ ଓ...

ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ଉତରଦାୟୀ ଭାବେ କାର୍ଯ୍ୟ କରନ୍ତୁ : ଜିଲ୍ଲାପାଳ ।

ଯାଜପୁର, (ସଂକେତ ଖବର) ଗ୍ରୀଷ୍ମ ଋତୁରେ ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ଏକ ସାମୁହିôକ ଦାୟିତ୍ୱ । ବ୍ୟାପକ ଜନ ସଚେତନତା ଓ ବିଭିନ୍ନ ବିଭାଗର...

ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ବୈଠକ ଅନୁଷ୍ଠିତ ।

ଯାଜପୁର, ତା ୧୦ା୩(ସଂକେତ ଖବର) ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଓଡିଶା ଆଗମନ ଘଟିଥିଲା ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ । ସେହିପରି ଯାଜପୁରଜିଲ୍ଲାକୁ ୧୯୩୪ ମସିହା...

You cannot copy content of this page