Month: May 2021

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା;କୁଆଖିଆରେ ହେବ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ

ଯାଜପୁର(ସଂକେତ ଖବର) ଯାଜପୁର ଜିଲାର କୁଆଖିଆ ଠାରେ ଏକ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରୋଇ...

ବିପୁଳ ପରିମାଣର ବିଦେଶୀ ମଦ ଜବତ

ଧର୍ମଶାଳା(ସଙ୍କେତ ଖବର) : ଧର୍ମଶାଳା ଥାନା ସୁନ୍ଦୁରିଆ ପୋଲ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ । ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ବିଦେଶୀ ମଦ...

ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା, ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର

ବାଲିଗୁଡା(ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ ପନ୍ଦରମାଇଲ୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୧୦୮ ଆମ୍ବୁଲାନ୍ସ...

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ।

ଯାଜପୁର (ସଙ୍କେତ ଖବର): ସ୍ୱେଚ୍ଛାସେବୀ ସିଦ୍ଧାର୍ଥ ଶଙ୍କର ଦାସଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୧୧ ହଜାର ୧୧୧ ଟଙ୍କା...

ମଦର ଘରୋଇ ବିତରଣ ନିଷ୍ପତିକୁ ନିନ୍ଦା : ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ବରୀ(ସଙ୍କେତ ଖବର): ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀ ଅତ୍ୟନ୍ତ ବିପଦଜନକ ସ୍ଥିତି ଦେଇ ଗତି କରୁଥିବା ବେଳେ ଓଡିଶା ସରକାରଙ୍କର ଅବକାରୀ ବିଭାଗର ପତ୍ର ସଂଖ୍ୟା ୨୩୧୦...

କୋରନା ପାଇଁ ରାମ ବାଣ DRDO ର 2DG

ନୂଆଦିଲ୍ଲୀ (ସଙ୍କେତ ଖବର): କରୋନାଭାଇରସ୍ ମହାମାରୀର ଏକ ପ୍ରବଳ ତରଙ୍ଗ ଭାରତର ପ୍ରମୁଖ ବିଭାଗକୁ ଧ୍ୱଂସ କରିବାକୁ ଲାଗିଲା, ସୋମବାର ଦିନ ଊଜଊଙ ର ଉତ୍ପାଦିତ ଆଣ୍ଟି-କୋଭିଡ୍...

କରୋନା ସ୍ଥିତି ଉପରେ  ସର୍ବଦଳୀୟ ବୈଠକ  : ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା ।

ଭୁବନେଶ୍ଵର (ସଙ୍କେତ ଖବର): ରାଜ୍ୟର କରୋନା ସ୍ଥିତି ଉପରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆସୁଛି 6G ,ବିଶ୍ୱରେ ହେବ ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ: 6G ଟେକ୍ ନ୍ୟୁଜ୍: ଅନେକ ଦେଶ 6G ନିର୍ମାଣ ଦିଗରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି । ଯେଉଁଥିରେ ଜାପାନ, ଚୀନ୍, ଦକ୍ଷିଣ କୋରିଆ, ଆମେରିକା ଏବଂ...

କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ।

ବଲାଙ୍ଗୀର (ସଙ୍କେତ ଖବର): ତୁରେକେଲା ଥାନା ମହଖଣ୍ଡ ଜଙ୍ଗଲ ପାଖ ରତାଖଣ୍ଡି ଜୋର ନିକଟ ଏକ ଗଛରେ ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ...

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଉୂବନେଶ୍ୱର(ସଙ୍କେତ ଖବର): ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି। ଆଜି ଉୂବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ...

You cannot copy content of this page