Month: June 2021

sanketkhabar.com ଏମିତି କରନ୍ତୁ ସ୍ମାର୍ଟ ଫୋନ ର ବ୍ୟବହାର, ନ ହେଲେ ହୋଇପାରେ ବିସ୍ପୋରଣ !

ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ଏକ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି ।ପ୍ରାୟତ ମୋବାଇଲ ଧାରକମାନଙ୍କୁ ଫୋନ୍ ବ୍ୟବହାର କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ...

ଏମ.ସି.ଏଲ.ରେ ବିଶ୍ୱ ପରିବେଶ ଦିବସ ପାଳିତ

ସମ୍ବଲପୁର(ସଙ୍କେତ ଖବର): ବିଶ୍ୱ ପରିବେଶ ଦିବସ ଅବସରରେ ଏମସିଏଲ ଅଧ୍ୟକ୍ଷ ସହ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ. ସିହ୍ନା ପ୍ରକୃତିରେ ସନ୍ତୁଳ ସ୍ଥାପନ କରିବା, ପୃଥିବୀରରେ ସବୁଜ...

ବିଜେପି ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ଦଶରଥପୁର (ସଙ୍କେତ ଖବର): ଯାଜପୁର ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ୟାସ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ଆସିବା ଫଳରେ...

କେନ୍ଦୁପତ୍ର ଫଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ

କନ୍ଧମାଳ(ସଙ୍କେତ ଖବର): ବର୍ତ୍ତମାନ କେନ୍ଦୁପତ୍ର ତୋଳା ସିଜନ ଚାଲିଥିବାରୁ ବିଭାଗ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହ କରାଯାଉଥିବା ବେଳେ କେହି ଦୁର୍ବୁର୍ତ୍ତ କେନ୍ଦୁପତ୍ର ଫଡ଼ିରେ ନିଆଁ ଲଗାଇ ଦେବା...

ମୋବାଇଲ ଆପ୍ ନକଲି କି ଅସଲି ଜାଣିବେ କିପରି?

ନୂଆଦିଲ୍ଲୀ (ସଙ୍କେତ ଖବର): ସ୍ମାର୍ଟଫୋନ ଅନେକ ପ୍ରକାରର ଆପରେ ପରିପୂର୍ଣ୍ଣ । ଯାହାକୁ ଆମେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ କରୁ । ଏପରି ପରିସ୍ଥିତିରେ, ଯଦି...

ଏଥର ଏକାଦଶୀ ୨ ଦିନ ହେବ, ବ୍ରତ-ପୂଜାର ସଠିକ ଦିନ ଏବଂ ପଦ୍ଧତି ଜାଣନ୍ତୁ ।

ନୁଆଦିଲ୍ଲୀ (ସଙ୍କେତ ଖବର): ଯଦିଓ ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବାରୁ ହିନ୍ଦୁ ଧର୍ମରେ ସମସ୍ତ ଏକାଦଶୀ ତାରିଖର ବିଶେଷ ମହତ୍ତ୍ୱ ରହିଛି, କିନ୍ତୁ ଜ୍ୟେଷ୍ଠ ମାସର...

କରୋନା ପାଇଁ ବାତିଲ ହେଲା ଟ୍ରେନ, ଜାଣନ୍ତୁ କେଉଁ କେଉଁ ଟ୍ରେନ

ଭୂବନେଶ୍ୱର (ସଙ୍କେତ ଖବର): କୋଭିଡ ମହାମାରୀ ସତର୍କତାକୁ ଦୃଷ୍ଟିରେ ରଖି ଭୂବନେଶ୍ୱର-ନୂଆଦିଲ୍ଲୀ-ଭୂବନେଶ୍ୱର ରାଜଧାନୀ ସ୍ୱତନ୍ତ୍ର ଟ୍ରେନକୁ ବାତିଲ କରିଦିଆଯାଇଛି ।(1)୦୨୮୨୩- ଭୂବନେଶ୍ୱର ରୁ ଛାଡୁଥିବା ରାଜଧାନୀ ସ୍ୱତନ୍ତ୍ର...

ଆସନ୍ତାକାଲି ସାମ୍ବାଦିକଙ୍କୁ ୨ୟ ଡୋଜ ଟୀକାକରଣ

ଭୂବନେଶ୍ୱର (ସଙ୍କେତ ଖବର): ଆସନ୍ତାକାଲି ତା ୫,୬,୨୧ ରିଖ ଶନିବାର ଅପରାହ୍ନ ୩ଘଟିକାରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତରାଜ୍ୟ ସରକାରଙ୍କ ଗୋପବନ୍ଧୁ କାର‌୍ୟ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ ସାମ୍ବାଦିକ...

ବନ୍ୟା ବିପନ୍ନଙ୍କ ପାଖରେ ପହଁଚିଲା ଆଇସିଆଇସିଆଇ ବ୍ୟାଙ୍କ

ଯାଜପୁର (ସଙ୍କେତ ଖବର): ଗତ କିଛି ଦିନ ତଳେ ବାତ୍ୟା ସହ ବର୍ଷା ହେବା ଫଳରେ ବନ୍ୟା ଆସିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ...

ଯୁବ ସମାଜସେବୀ ନିଆରା ଢଙ୍ଗରେ ପାଳିଲେ ଜନ୍ମଦିନ

ବରୀ (ସଙ୍କେତ ଖବର): ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟର ପୂର୍ବତନ ସଭାପତି ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁର ଯାଜପୁର ଜିଲ୍ଲା...

You cannot copy content of this page