Month: February 2022

ପୁଣି ୧୭ କରୋନା ସଂକ୍ରମିତଙ୍କ ପ୍ରାଣହାନି: ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୧୧କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୧୭ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଲେଭଲିଂ ହେଉ ନ ଥିବା କହି ଖସିଯାଉଛି ଇଂଜିନିୟରିଂ ବିଭାଗ, ୩୩ ବର୍ଷର ପୁରୁଣା ଡ୍ରେନ୍‌ର ମରାମତି କରୁନି ସିଏମ୍‌ସି

କଟକ: ମହାନଗର ନିଗମ ୱାର୍ଡ ନମ୍ବର ୫୨ ଓ ୫୩ର ୪୦ ହଜାରରୁ ଅଧିକ ବାସିନ୍ଦା ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ପାଇଁ ଦୀର୍ଘ ବର୍ଷଧରି ଜଳବନ୍ଦୀ ସମସ୍ୟା...

ଭାରତର ଲଗାତାର ଶୃଙ୍ଖଳା ବିଜୟ: ଇଣ୍ଡିଜ୍‌ ୮ ରନ୍‌ରେ ପରାସ୍ତ

ଶ୍ରୀଲଙ୍କା ଟ୍ବେଣ୍ଟି-୨୦ରୁ କୋହଲି ଓହରିପାରନ୍ତି, ଟେଷ୍ଟ୍‌କୁ ଫେରିବେ ଜାଦେଜା, ବୁମରା କୋଲକାତା: ଦକ୍ଷିଣ ଆଫ୍ରିକା ଗସ୍ତରେ ଲଗାତାର ଶୃଙ୍ଖଳା ହାରି‌ ଫେରିଥିବା ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ...

ପୁରୀ ଅଭିମୁଖେ ରାଷ୍ଟ୍ରପତି: ଭୁବନେଶ୍ବର ବିମାନବନ୍ଦରରେ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ତାଙ୍କୁ ସ୍ବାଗତ କରିଛନ୍ତି।...

ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଦରମା ହେରଫେର ଘଟଣା, ଏସ୍‌ସିବିରେ ୫ଜଣିଆ ଟିମ୍‌ର ସ୍ବତନ୍ତ୍ର ଅଡିଟ୍‌ ଆରମ୍ଭ

ବିଭିନ୍ନ ଫାଇଲ ସହ ଗ୍ରେଡେସନ୍‌, କ୍ୟାଡର ତାଲିକା ଓ ପଦୋନ୍ନତି ବୈଠକ ବିବରଣୀ ମାଗିଲେ କଟକ: ଏସ୍‌ସିବି ମେଡିକାଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ତୃତୀୟ ଶ୍ରେଣୀ କର୍ମଚାରୀମାନଙ୍କର ଦରମାକୁ ନେଇ...

ଓଡ଼ିଶା ପରେ ଉତ୍ତରପ୍ରଦେଶରେ ହଟିଲା ନାଇଟ କର୍ଫ୍ୟୁ

ଲଖନଉ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ପ୍ରକାରର ପ୍ରତିବନ୍ଧକକୁ କମାଇଦିଆଯାଉଛି...

ଜଗତସିଂହପୁର: ବୁଥରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦୁଇଟି ବୁଥରୁ ଦୁର୍ବୃତ୍ତମାନେ ଭୋଟ ବାକ୍ସ ନେଇ ପଳାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୬ଟା ବେଳେ ଦୁର୍ବୃତ୍ତମାନେ...

ସମୁଦ୍ରରେ ଜଳୁଛି ହଜାର ହଜାର ‘ଫୋକ୍ସ୍‌ ୱାଗେନ୍‌’, ‘ପସ୍’, ‘ଅଡି’, ‘ଲାମ୍ବରଗିନି’ ଏବଂ ‘ବେଣ୍ଟଲି’ କାର୍ ନେଇ ଯାଉଥିବା ଜାହାଜ

ନୂଆଦିଲ୍ଲୀ: ‘ଫୋକ୍ସ୍‌ ୱାଗେନ୍‌ ଗ୍ରୁପ୍‌’ର ହଜାର ହଜାର କାର୍‌ ବୋହି ନେଇଯାଉଥିବା ପାନାମାର ପ୍ରକାଣ୍ଡ ମାଲ୍‌ବାହୀ ଜାହାଜ ‘ଦି ଫେଲିସିଟି ଏସ୍‌’ରେ ବୁଧବାର ଅପରାହ୍ଣରେ ଆଟ୍‌ଲାଣ୍ଟିକ୍‌ ସାଗର...

ମୋଦୀଙ୍କୁ ସମାଲୋଚନା କରିଥିବା ମନମୋହନ ସିଂହଙ୍କୁ ତୀବ୍ର ସମାଲୋଚନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥନୀତି ପରିଚାଳନାରେ ବିଫଳ ହୋଇଥିବା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କୁ ସମାଲୋଚନା କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଗୁରୁବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା...

ଶିଳାନ୍ୟାସ‌ରେ ଲଟକିଛି କମ୍ୟୁନିଟି ସେଣ୍ଟର: ୬ ବର୍ଷରେ ବି ପଡ଼ିଲାନି ଇଟା ଖଣ୍ଡେ

ଭୁବନେଶ୍ୱର : ୨୦୧୬ ମସିହାରେ ଶିଳାନ୍ୟାସ ହେଲା। ଖୋଦ୍ ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଶିଳାନ୍ୟାସ କଲେ। ସ୍ଥାନୀୟ ବିଧାୟକ ଓ...

You cannot copy content of this page