କଂଗ୍ରେସ ପକ୍ଷରୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୩୭ତମ ଶ୍ରଦ୍ଧାଞ୍ଜଳି ସଭା

0

ଯାଜପୁର (ସଙ୍କେତ ଖବର): ଧର୍ମଶାଳା ବ୍ଲକ କଂଗ୍ରେସ ପକ୍ଷରୁ ଜାରକାସ୍ତ କୁମାରୀ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ (୩୭)ତମ ଶ୍ରଦ୍ଧାଞ୍ଜଳି ସଭା ବ୍ଲକ ସଭାପତି କିଷାନ ପଣ୍ଡା ଓ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।


ଏଥିରେ କୃଷକ ନେତା ବସନ୍ତ କୁମାର ପରିଡ଼ା ,ପୂର୍ବତନ ଜୋନ ସଭାପତି ସୁବୋଧ ସାମଲ,୩୪ନଂ ଜୋନ ସଭାପତି ନଟ ସେଠି,ପୂର୍ବତନ ନୋମୀନ ନକୁଳ ଜେନା,ଜିଲ୍ଲା ସାଧାରଣ ସମ୍ପାଦକ ବିନୋଦ ମଲ୍ଲିକ,ଗଙ୍ଗାଧରପୁର ପଞ୍ଚ।ୟତ ସଭାପତି ବାବୁଲି ବରାଳ,ଭୁବନ ପଞ୍ଚାୟତ ସଭାପତି ଜଟା ଧାରୀ ମଲ୍ଲିକ, ସଂଖ୍ୟା ଲଘୁ ସେଲ ସଭାପତି ନୁର ଅଲ୍ଲୀ, ଦଳିତ ସେଲ ସଭାପତି ନବ ମଲ୍ଲିକ, ତ୍ରିଲୋଚନ ମଲ୍ଲିକ, ଅରୁଣ ରାୟ, କାର୍ତ୍ତିକ ସାହୁ, ବିପ୍ର ତ୍ରିଫାଠି, ସୌଭାଗ୍ୟ ସାମଲ, ଅଭିଜିତ ସାମଲ,ଉଗ୍ରସେନ ମହାନ୍ତି ସୁଶୀଲ ଦୋରା,ରାଜା ମଲ୍ଲିକ ଓ ଦେବାଶିଷ ପରିଡ଼ା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page