MANOJ KUMAR

ଯାଗୃତି ପରିବାର ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରୀ (ସଙ୍କେତ ଖବର): ବରୀ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଯୁବ ଯାଗୃତି ପରିବାର ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ବିଶ୍ୱ ଓଡ଼ିଆ ସମାଜ ପକ୍ଷରୁ ଦୁଶ୍ଚିନ୍ତା ନିବାରଣ ଭର୍ଚୁଆଲ ସମ୍ମିଳନୀ

ଭୁବନେଶ୍ୱର (ସଙ୍କେତ ଖବର): କୋଭିଡ ମହାମାରୀକୁ ପରାଜିତ କରିବାକୁ ହେଲେ ମାନବ ସମାଜକୁ ସୁସ୍ଥ, ସନ୍ତୁଷ୍ଟ ଏବଂ ସତେଜ ରହିବା ପାଇଁ ସଂକଳ୍ପବଦ୍ଧ ପ୍ରୟାସ କରିବାକୁ ଆମେରିକାସ୍ଥିତ...

ପୋଲିସ-ମାଓବାଦୀ ଗୁଳି ବିନିମୟ: ବିପୁଳ ପରିମାଣର ସାମଗ୍ରୀ ଜବତ

କନ୍ଧମାଳ (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ ସୋମବାର ରାତ୍ର କାଳୀନ କମ୍ବିଙ୍ଗ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ । ଫଳରେ ଉଭୟଙ୍କ...

କରୋନା ମୁକ୍ତ ଗୁମାଗଡ଼ ପଞ୍ଚାୟତ,ମାସ୍କ ଏବଂ ସାମାଜିକ ଦୂରତା ସାଜିଛି ମୁଖ୍ୟ ଅସ୍ତ୍ର

କନ୍ଧମାଳ (ସଙ୍କେତ ଖବର): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା ବିସ୍ତାର କରି ଚାଲିଛି । ଏହି ସଂକ୍ରମଣରେ କେତେ...

ମଉରିଆଚୁଆ-ସିଦ୍ଧେଶ୍ୱର ମୁଖ୍ୟ ରାସ୍ତା ଶୋଚନୀୟ, ନିଜ ଅର୍ଥରେ ରାସ୍ତା ମରାମତି କଲେ ଗ୍ରାମବାସୀ

ଦଶରଥପୁର (ସଙ୍କେତ ଖବର): ମାସେ ନୁହେଁ କି ବର୍ଷେ ନୁହେଁ । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ମଉରିଆଚୁଆ ଛକ...

ସାରା ରାଜ୍ୟରେ ରଥଯାତ୍ରା କରିବା ପାଇଁ ସରକାର ଚିନ୍ତା କରନ୍ତୁ:ବିଜୟ ମହାପାତ୍ର

ଭୂବନେଶ୍ବର (ସଙ୍କେତ ଖବର): ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାଇବା ସହ କୋଭିଡ କଟକଣା ପାଳନ କରି କେମିତି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜିତ...

ପଟେଲିଆ ଛକ ରେ ଦୁଇ ବାଇକ ମୁହାଁମୁଁହି ଧକ୍କା,ଦୁଇ ମୃତ,ଦୁଇ ଗୁରୁତର

କୋଣାର୍କ (ସଙ୍କେତ ଖବର): କୋଣାର୍କ ଗୋପର ପଟେଲିଆ ଛକରେ ନିକଟରେ ସନ୍ଧ୍ୟା ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଗୋଟି ବାଇକ...

ଟାଟା ଟ୍ରଷ୍ଟ ଗାଁକୁ ଯୋଗାଇଲା ବିଶୁଦ୍ଧ ପାନୀୟ ଜଳ

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ ବ୍ଲକ ଅନ୍ତର୍ଗତ ନୀଲୀଗୁଡାରେ ଟାଟା ଟ୍ରଷ୍ଟ ତରଫରୁ ପାହାଡ଼ ଝରରୁ ପହଁଚିଲା ବିଶୁଦ୍ଧ ପାନୀୟ ଜଳ...

କରୋନା ରେ ଆକ୍ରାନ୍ତ ଇିଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ମଙ୍ଗଳପୁର (ସଙ୍କେତ ଖବର): ମହାମାରୀ କରୋନାରେ ଆକ୍ରାନ୍ତ ଥିବା ଜଣେ ବି-ଟେକ୍ ଛାତ୍ରଙ୍କ ପରଲୋକ ଘଟିଛି । ମୃତକ ଛାତ୍ର ହେଉଛନ୍ତି ଦଶରଥପୁରବ୍ଲକ ତଥା ମଙ୍ଗଳପୁର ଥାନା...

ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର (ସଙ୍କେତ ଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (LMO)...

You cannot copy content of this page