MANOJ KUMAR

ଅତ୍ୟଧିକ ପ୍ରବଳ ବର୍ଷା ଚେତାବନୀ: ହାଇ ଆଲର୍ଟରେ ରାଜଧାନୀ

ଭୁବନେଶ୍ୱର (ସଙ୍କେତ ଖବର): ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଆଇଏମଡି ତରଫରୁ ଅତ୍ୟଧିକ ପ୍ରବଳ ଏବଂ ପ୍ରବଳ ବର୍ଷା ପୂର୍ବାନୁମାନ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ବିଜ୍ଞପ୍ତି...

ଇଟା ମେସିନ ରେ ଚ଼ାପିହୋଇ ଯୁବକ ମୃତ଼

କେନ୍ଦୁଝର (ସଙ୍କେତ ଖବର): ଫ୍ଲାଇ ଆସ ଇଟା ତ଼ିଆରି ମେସିନରେ ଚ଼ାପିହୋଇ ଯୁବକଙ୍କ ମୃତ୍ୟୁ ।ମୃତ଼ ଯୁବକ ହେଲେ ଘସିପୁରା ବ୍ଲକ ଜଳନଣ୍ତା ଗ୍ରାମର ପ୍ରଫୁଲ୍ଲ ମୁଣ୍ତାଙ୍କ...

ଆମ୍ବ ତୋଟାରୁ କିନ୍ନରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କେନ୍ଦୁଝର (ସଙ୍କେତ ଖବର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ପଦ୍ମପୁର ଆମ୍ବ ତ଼ୋଟାରୁ ଆଜି ସକାଳେ ଜଣେ କିନ୍ନରଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ତ଼େବେ...

ବିଭିନ୍ନ ଦାବି ନେଇ କଳା ବ୍ୟାଚ୍ ପରିଧାନ କଲେ ଜିଲ୍ଲା ଫାର୍ମାସିଷ୍ଟ ସଂଘ

ଯାଜପୁର (ସଙ୍କେତ ଖବର): ରାଜ୍ୟ ସରକାର ଫର୍ମାସିଷ୍ଟ ମାନଙ୍କ ପ୍ରତି ଅବହେଳା ମନୋଭାବ ପ୍ରଦର୍ଶନ କରୁଥିବାରୁ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ଆହ୍ଵାନ କ୍ରମେ ଚଳିତ ମାସ...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର: ଦୁଇ ମୃତ

କନ୍ଧମାଳ (ସଙ୍କେତ ଖବର): କନ୍ଧମାଳ-ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା...

କରୋନା କାଳରେ ଯବାନ ମାନଙ୍କ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ

ବାଲିଗୁଡ଼ା (ସଙ୍କେତ ଖବର):ଦୀର୍ଘ ଦିନ ଧରି କରୋନା ଯୋଗୁଁ ସବୁ କିଛି ବନ୍ଦ ହୋଇ ଯାଇଛି, ଏହି ପରିପ୍ରେକ୍ଷୀରେ ବିଶେଷ କରି ଗରିବ ଖଟିଖିଆ ବା ଦିନ...

ଶୁଭାରମ୍ଭ ହେଲା କରୋନା ସଚେତନତା ବାର୍ତ୍ତା ବାହକ ଯାନ

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ଦ୍ଵାରା କରୋନା ସଚେତନତା ବାର୍ତ୍ତା ବାହକ ଗାଡ଼ି ଓ ପୋଷ୍ଟର କ୍ୟାମ୍ପେନକୁ ସ୍ଥାନୀୟ...

ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ଆସନ୍ତା ୧୧ରେ କଂଗ୍ରେସର ବିକ୍ଷୋଭ

ଭୂବନେଶ୍ୱର (ସଙ୍କେତ ଖବର): କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି...

ପୂର୍ବତଟ ରେଳପଥ ମଧ୍ୟଦେଇ ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍

ଭୂବନେଶ୍ୱର (ସଙ୍କେତ ଖବର): ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତି ନେଇଥିବା ବେଳେ ଗୋଟିଏ ସ୍ୱତନ୍ତ୍ର...

You cannot copy content of this page