MANOJ KUMAR

ସାମ୍ଭାବ୍ୟ ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ।

ଯାଜପୁର(ସଙ୍କେତ ଖବର): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ବାତ୍ୟାର ପୂର୍ବାନୁମାନ କରାଯାଇଥିବାରୁ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଚ୍ଥନ୍ତି । ସେହି ଆଧାରରେ ଯାଜପୁର ଜିଲ୍ଲା...

ବାଳାଶ୍ରମ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ।

ଯାଜପୁର(ସଙ୍କେତ ଖବର): ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଳାଶ୍ରମ ତଥା ଅନ୍ୟାନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ଏବଂ ଚାଇଲଡ ଲାଇନର କର୍ମକର୍ତ୍ତା ମାନଙ୍କୁ କରୋନା ଟୀକାକରଣ କରାଯାଇଚ୍ଥି ।...

ପଣସୁଧା ଗାଁ ଗୋଷ୍ଠୀ ସଂଘର୍ଷ ଏବଂ ପୋଲିସ ଭ୍ୟାନ ପୋଡି ଘଟଣାରେ ମିଟୁ ସାର ଗିରଫ

ଯାଜପୁର(ସଙ୍କେତ ଖବର): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଭରତପୁର ପଂଚାୟତର ପଣସୁଧା ଗ୍ରାମରେ ପୋଲିସ ଭ୍ୟାନ ପୋଡି ଘଟଣା ରେ ମୁଖ୍ୟ ଅଭିଯୁକ୍ତ ଗିରଫ ।...

ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ କରୋନା ସଚେତନତା

ଯାଜପୁର(ସଙ୍କେତ ଖବର): କରୋନା ଭାଇରସ୍‌ର ଦ୍ୱିତୀୟ ଲହରୀର ଭୟାଭୟତାକୁ ଦୃଷ୍ଟିରେ ରଖି ଯାଜପୁର ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଦଶରଥପୁର ବ୍ଲକ ତଥା ପୂର୍ବ ଯାଜପୁରର...

ଆସୁଛି ବାତ୍ୟା,ସରକାର ସଜାଗ

ଭୁବନେଶ୍ୱର(ସଙ୍କେତ ଖବର): ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ...

ବ୍ୟାସନଗର: କାନାରା ବ୍ୟାଙ୍କ କର୍ମଚାରୀଙ୍କ ଅକାଳ ବିୟୋଗ ।

ବ୍ୟାସନଗର(ସଙ୍କେତ ଖବର): କାନାରା ବ୍ୟାଙ୍କ ଯାଜପୁର ରୋଡ ଶାଖାର ବରିଷ୍ଠ କିରାଣୀ ,କାନାରା ବ୍ୟାଙ୍କ କର୍ମଚାରୀ ସଂଘ ର ରାଜ୍ୟ କମିଟିର ସହ ସମ୍ପାଦକ,ଯାଜପୁର ରୋଡ ବ୍ୟାଙ୍କ...

ଗଞ୍ଜେଇ ଭର୍ତ୍ତି ବୋଲେରୋ ଜବତ : ଜଣେ ଗିରଫ

ବାଲିଗୁଡା (ସଙ୍କେତ ଖବର) : କରୋନା ମହାମାରୀକୁ ରୋକିବାକୁ ସରକାର ସମଗ୍ର ରାଜ୍ୟରେ ସଟଡାଉନ ଘୋଷଣା କରିଥିଲେ ମଧ୍ୟ ଚୋରା ଗଞ୍ଜେଇ ବେପାରୀ ମାନେ, ଏହି ଅଞ୍ଚଳରେ...

ପ୍ରବାସୀ ଓଡ଼ିଆଙ୍କ ମହାନତା,ନିଜ ଦରମାରୁ ଦାନ କଲେ ଅକ୍ସିଜେନ୍ କନ୍‌ସେନ୍‌ଟ୍ରେଟର।

ଯାଜପୁର(ସଙ୍କେତ ଖବର) : କରୋନା ମହାମାରୀ ଏକ ଅଦୃଶ୍ୟ ଶତ୍ରୁ । ଏହା ନିଜର ରୂପ ଓ ଚରିତ୍ର ପ୍ରତ୍ୟେକ ମୁହୁର୍ତ୍ତରେ ବଦଳାଇ ଚାଲିଛି । ବର୍ତ୍ତମାନ...

ଆଶ୍ଚର୍ଯ୍ୟ: ନିଜ ପରିସ୍ରା ପାନ କରି ସୁସ୍ଥ ହେଲେ ମହିଳା !

ନୂଆଦିଲ୍ଲୀ: ସାନ ଡିଏଗୋର ଜଣେ ମହିଳା ଦାବି କରିଛନ୍ତି ଯେ ସେ ନିଜର ପରିସ୍ରା ପିଉଛନ୍ତି। ତା’ ଚେହେରା ସଫା କରେ । ପରିସ୍ରା ବୁନ୍ଦା ଆଖିରେ...

ପୁତୁରାର କଟୁରି ଚୋଟ ରେ ଦାଦା ମୃତ୍ୟୁ ।

ଯାଜପୁର (ସଙ୍କେତ ଖବର): ପୁତୁରା ର କଟୁରି ଚୋଟ ରେ ଦାଦା ର ମୃତ୍ୟୁ ଅଭିଯୋଗ। ଏଭଳି ଅଭାଵନୀୟ ଘଟଣା ଘଟିଛି ଯାଜପୁର ବରୀ ରାମଚନ୍ଦ୍ରପୁର ଥାନା...

You cannot copy content of this page