ଏ ପାଣି ପୁରା ବିଶଲ୍ୟକରଣୀ, କମ୍ ଦାମରେ ଅନଲାଇନ୍ ରେ ମିଳୁଛି।

0

ଗୋଟେ ଆକଳନରୁ ଜଣା ଯାଇଛି ଯେ ସାରା ଭାରତରେ ପ୍ରତିଦିନ ମୁଣ୍ଡପିଛା ୧୩୫ରୁ ୧୫୦ ଲିଟର ପାଣି ଖର୍ଚ୍ଚ ହୁଏ। ସେଥିରୁ ୩ରୁ ୪ ଲିଟର ପିଇବା ଉପଯୋଗୀ ପାଣି । କିନ୍ତୁ ବିଶୁଦ୍ଧ ପାଣି ଭାବି ଆମେ ଯାହାକୁ ପିଉଛେ ତାହା କେତେ ବିଶୁଦ୍ଧ ତାହା ବୋଧେ ଆମେ କମ୍ ଜାଣିଛେ। ପିଇବା ପାଣିରେ କିଛି ଭୁଲ୍ ଭଟକା ହେଲେ ଦେହ ଖରାପରେ ଆମେ ପଡେ। ତେଣୁ ସାରା ପୃଥିବୀରେ ବିଭିନ୍ନ ବ୍ରାଣ୍ଡର ୱାଟର ପ୍ୟୁରିଫାୟର ଉପଲବ୍ଧ । ହେଲେ ତାର ଦାମ୍ ଅଧିକା କାରଣରୁ ଅନେକ ତାକୁ କିଣି ପାରନ୍ତି ନାହିଁ.. ଏବେ କିନ୍ତୁ ବହୁତ କମ୍ ଦାମରେ ବଜାରରେ ଉପଲବ୍ଧ ଲିଭପିଓର ୱାଟର ପ୍ୟୁରିଫାୟର । ଏଥିରେ ସ୍ମାର୍ଟ ଆଇ ଓ ଟି ଟେକ୍ନୋଲଜି ମାଧ୍ୟମରେ ଆର ଓ ପଦ୍ଧତିରେ ପାଣି ବିଶୁଦ୍ଧିକରଣ କରାଯାଏ। ଲିଭପିଓର୍ ରେଣ୍ଟାଲ୍ ସର୍ଭିସ୍ ମଧ୍ୟ ଦେଉଛି । ଏହାର ମୂଳ ଲକ୍ଷ ହେଉଛି ଭାରତର କୋଣ କୋଣରେ ଥିବା ପ୍ରତିଟି ଲୋକେ ବିଶୁଦ୍ଧ ପାଣି ପିଅନ୍ତୁ । ଜୀବନ ଧାରଣର ମାନରେ ସୁସ୍ଥତା ଆସୁ । ତେଣୁ ଫିଲ୍ପ କାର୍ଟ ଇ କମର୍ସ କମ୍ପାନୀ ସହ ଅନୁବନ୍ଧିତ ମଧ୍ୟ ହୋଇଛି । ଅତି ସ୍ପଳ୍ପ ମୂଲ୍ୟରେ ଘରେ ଲଗାଇ ପାରିବେ ଲିଭ୍ ପିଓର

Leave a Reply

Your email address will not be published. Required fields are marked *

You cannot copy content of this page