ବିଜେପି ଛାଡିଲେ ବିଶ୍ୱ ମଲ୍ଲିକ

0

ଯାଜପୁର(ସଂକେତ ଖବର)ଭାରତୀୟ ଜନତା ଦଳ ରୁ ଇସ୍ତଫା ଦେଲେ ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ। ତାଙ୍କ ସହିତ ବରୀ ବ୍ଲକ ଅଧକ୍ଷା ସୁବାସିନୀ ଶର୍ମା,ଉପାଧକ୍ଷ ରମେଶ ଭଞ୍ଜ ଏବଂ 24 ନମ୍ବର ଜିଲା ପରିଷଦ ସଦସ୍ୟ ରଂଜିତା ସାମଲ ପ୍ରମୁଖ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତେ ଆଜି ଦଳର ରାଜ୍ୟ ସଭାପତି ଙ୍କୁ ଏହି ଇସ୍ତଫା ପତ୍ର ପଠାଇଛନ୍ତି। ବିଶ୍ୱ ଆସନ୍ତା 27 ତାରିଖରେ ବିଜୁ ଜନତା ଦଳରେ ସାମିଲ ହେବା ନେଇ ଚର୍ଚା ହେଉଛି। ବିଶ୍ୱ ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ ଙ୍କ ଠାରୁ ପରାଜିତ ହୋଇଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *

You cannot copy content of this page