ଭାଇ ଦେଖିଦେଲା ଭଉଣୀର ଆପତିଜନକ ଦୃଶ୍ୟ.

0

ଉତ୍ତରପ୍ରଦେଶ ବଦୌସା ଅଞ୍ଚଳରେ ଜଣେ ନାବାଳିକା ନିଜ ଦେହରେ ନିଅାଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ଏହି ଅଭାବନୀୟ ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ସମ୍ପୃକ୍ତା ନାବାଳିକା ଦୁଇ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ରହିଥିବା ତାଙ୍କ ଭାଇ ଦେଖିବାକୁ ପାଇଥିଲେ। ଫଳରେ ଏଥିରେ ଉତ୍ତ୍ୟକ୍ତ ଭାଇଜଣକ ଭଉଣୀକୁ ମାଡ଼ ମାରିଥିଲେ। ପରେ ପୀଡିତାଜଣକ ସମ୍ପୃକ୍ତ ଦୁଇ ଯୁବକଙ୍କ ନାଁରେ ଥାନାରେ ବଳାତ୍କାର ଅଭିଯୋଗ ଆଣିଥିଲେ। ମାତ୍ର ପୁଲିସ ଏହି ଘଟଣାକୁ ଗୁରୁତ୍ୱ ନ ଦେବାରୁ ପୀଡ଼ିତାଜଣକ ଗତ ରବିବାର ନିଜ ଦେହରେ ନିଅାଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏବେ ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

You cannot copy content of this page