ଅପରାଧ

ପରିତ୍ୟକ୍ତ ପୋଖରୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଯାଜପୁର(ସଙ୍କେତ ଖବର): ଯାଜପୁର ସଦର ଥାନା ଅଧିନ ସାହସ ପୁର ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ...

ମଧୁବନ ରେ ବାଉଁସ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୁର୍ତ୍ତ ଫେରାର

ଯାଜପୁର (ସଂକେତ ଖବର) କୁଆଖିଆ ଥାନା ଅନ୍ତର୍ଗତ ମଧୁବନ ହାଇ ସ୍କୁଲ ନିକଟରେ ବାଉଁଶ ବେପାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୁର୍ତ୍ତ ଫେରାର। ଆକ୍ରମଣ ର ଶିକାର...

ପାଣିକୋଇଲି ଟୋଲଗେଟ ନିକଟରେ ଆମ୍ବୁଲାନ୍ସ ସହିତ ଟ୍ରକ ଧକ୍କା

ପାଣିକୋଇଲି(ସଂକେତ ଖବର) ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସ ସହିତ ଟ୍ରକ ମଧ୍ୟରେ ଧକ୍କା। ପଶ୍ଚିମବଙ୍ଗରେ ରୋଗୀ ଛାଡି ଭୁବେନେଶ୍ୱର ଫେରୁଥିବା ଏକ ଆମ୍ବୁଲାନ୍ସକୁ...

ବରୀ:ମିଳିଲା ନିଖୋଜ ବାପ ପୁଅ ଙ୍କ ଶବ

ବରୀ(ସଂକେତ ଖବର)ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ବାପା ଏବଂ ପୁଅ ଭାସିଯାଇ ନିଖୋଜ ହେବା ଘଟଣା। ଗଙ୍ଗାଧରପୁର ନିକଟରୁ ଉଦ୍ଧାର ହେଲା ବାପା ଓ ପୁଅର ମୃତଦେହ ।...

ଖୋଲିଲା ମିର୍ଜାପୁର ଡବଲ ମର୍ଡର ସସପେନ୍ସ, କିନ୍ନର ଙ୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ।

ପାଣିକୋଇଲି(ସଂକେତ ଖବର)ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମିର୍ଜାପୁର ଗାଁ ନିକଟରୁ ମିଳିଥିବା ଦୁଇଟି ମୃତଦେହ ଘଟଣା ଦୁର୍ଘଟଣା ଜନିତ ନୁହେଁ ବରଂ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ...

ଯାଜପୁର ରେ ତାଲିବାନ ଶାସନ!ଉଧାର ଟଙ୍କା ସୁଝି ନପାରି 14 ଘଣ୍ଟା ବନ୍ଧକ ରହିବା ପରେ ଯୁବକଙ୍କୁ ଉଦ୍ଧାର କଲା ପୋଲିସ

ଯାଜପୁର(ସଂକେତ ଖବର)ଘରୋଇ ଫାଇନାନ୍ସ କମ୍ପାନୀ ରୁ ଲୋନ ଆଣି ସୁଝି ନ ପାରିବାରୁ ଯୁବକ ଙ୍କୁ ଅପହରଣ କରି ନେଇ ବନ୍ଧକ ରଖିଲେ ଘରୋଇ କମ୍ପାନୀ କର୍ତ୍ତୃପକ୍ଷ।...

ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ,

କଟକ(ସଂକେତ ଖବର)କଟକ କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁକୁ ଗିରଫ କରାଯାଇଛି। କଟକ ଅର୍ବାନ ପୁଲିସ୍ ତାକୁ ଗିରଫ...

ଅପେରା ପରିବେଷଣ ସମୟରେ କୋଭିଡ଼ ନିୟମ ଉଲଂଘନ, ତହସିଲଦାର ଙ୍କ ତାଗିଦ।

ଯାଜପୁର(ସଙ୍କେତ ଖବର) ବଡ଼ଚଣା ବ୍ଲକ ଛତିଆଠାରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଯାତ୍ରା ରଙ୍ଗମହଲ ପକ୍ଷରୁ ଅପରାହ୍ନ ୪ଟାଠାରୁ ରାତ୍ର ୮ଟା ଯାଏଁ ହେଉଥିବା ଅପେରା...

ଭଦ୍ରକ ବିଧାୟକ ସଂଜୀବ ମଲିକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ, ଗାଡି ଚୁରମାର।

ଧର୍ମଶାଳା(ସଂକେତ ଖବର)ଭଦ୍ରକ ବିଧାୟକ ସଞ୍ଜିବ୍ ମଲ୍ଲିକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ। ଯାଜପୁର ଜିଲ୍ଲା 16 ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ...

You cannot copy content of this page