ଅପରାଧ

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଦେଢ଼ କ୍ୱିଣ୍ଟାଲ୍ ଗଞ୍ଜେଇ ସହ ଜଣେ ଗିରଫ

ବାଲିଗୁଡ଼ା (ସଙ୍କେତ ଖବର): ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଡୁବୁଲିପଦର ଗ୍ରାମରେ ଚଢ଼ାଉ କରି ଦେଢ଼ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରି...

ଢାବାରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଜଣେ ଗିରଫ

ବଲାଙ୍ଗୀର (ସଙ୍କେତ ଖବର): ଖୋର୍ଦ୍ଧା ୫୭ନମ୍ବର ଜାତୀୟ ରାଜପଥର ଏକ ଢାବା ଉପରେ ଚଢ଼ଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ଜଣକୁ...

ଗେଙ୍ଗୁଟି ନଦୀକୂଳରେ ଥିବା କିଆ ବୁଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଯାଜପୁର(ସଙ୍କେତ ଖବର): ଯାଜପୁର ଜିଲ୍ଲା ବୈରୀ ଥାନା ଚମ୍ପାପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗେଙ୍ଗୁଟି ନଦୀକୂଳରେ ଥିବା କିଆ ବୁଦାରୁ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ...

ପ୍ରମାଣ ପତ୍ର ନଥାଇ ଚାଲୁଥିଲା କ୍ଲିନିକ, ସିଲ କଲା ପ୍ରଶାସନ

ଦାରିଙ୍ଗବାଡ଼ି(ସଙ୍କେତ ଖବର) : କୋଭିଡ଼ ଭଳି ମହାମାରୀ ସମୟରେ ଦେଖାଦେଇଛି ନକଲି ଡାକ୍ତରଙ୍କ ପ୍ରାଦୃଭାବ ଡାକ୍ତରୀ ପାଠ ନପଢ଼ି କିମ୍ବା ଫାର୍ମାସି ନକରି ଲୋକଙ୍କୁ କରୁଛନ୍ତି ଚିକିତ୍ସା...

ପଣସୁଧା ଗାଁ ଗୋଷ୍ଠୀ ସଂଘର୍ଷ ଏବଂ ପୋଲିସ ଭ୍ୟାନ ପୋଡି ଘଟଣାରେ ମିଟୁ ସାର ଗିରଫ

ଯାଜପୁର(ସଙ୍କେତ ଖବର): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଭରତପୁର ପଂଚାୟତର ପଣସୁଧା ଗ୍ରାମରେ ପୋଲିସ ଭ୍ୟାନ ପୋଡି ଘଟଣା ରେ ମୁଖ୍ୟ ଅଭିଯୁକ୍ତ ଗିରଫ ।...

ଗଞ୍ଜେଇ ଭର୍ତ୍ତି ବୋଲେରୋ ଜବତ : ଜଣେ ଗିରଫ

ବାଲିଗୁଡା (ସଙ୍କେତ ଖବର) : କରୋନା ମହାମାରୀକୁ ରୋକିବାକୁ ସରକାର ସମଗ୍ର ରାଜ୍ୟରେ ସଟଡାଉନ ଘୋଷଣା କରିଥିଲେ ମଧ୍ୟ ଚୋରା ଗଞ୍ଜେଇ ବେପାରୀ ମାନେ, ଏହି ଅଞ୍ଚଳରେ...

ପୁତୁରାର କଟୁରି ଚୋଟ ରେ ଦାଦା ମୃତ୍ୟୁ ।

ଯାଜପୁର (ସଙ୍କେତ ଖବର): ପୁତୁରା ର କଟୁରି ଚୋଟ ରେ ଦାଦା ର ମୃତ୍ୟୁ ଅଭିଯୋଗ। ଏଭଳି ଅଭାଵନୀୟ ଘଟଣା ଘଟିଛି ଯାଜପୁର ବରୀ ରାମଚନ୍ଦ୍ରପୁର ଥାନା...

ବିପୁଳ ପରିମାଣର ବିଦେଶୀ ମଦ ଜବତ

ଧର୍ମଶାଳା(ସଙ୍କେତ ଖବର) : ଧର୍ମଶାଳା ଥାନା ସୁନ୍ଦୁରିଆ ପୋଲ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ । ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ବିଦେଶୀ ମଦ...

କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ।

ବଲାଙ୍ଗୀର (ସଙ୍କେତ ଖବର): ତୁରେକେଲା ଥାନା ମହଖଣ୍ଡ ଜଙ୍ଗଲ ପାଖ ରତାଖଣ୍ଡି ଜୋର ନିକଟ ଏକ ଗଛରେ ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ...

ହାତୀ ଆକ୍ରମଣରେ ଚାଷୀ ଗୁରୁତର : ଆକ୍ରମଣରେ ଗଲାଣି ଦୁଇ ଜୀବନ ।

ବଲାଙ୍ଗିର(ସଙ୍କେତ ଖବର): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ହାତୀ ମାନଙ୍କ ଉତ୍ପାତ ଜାରୀ ରହିଛି । ଗତ କିଛି ଦିନ ତଳେ ହାତୀ ମାନଙ୍କ ଆକ୍ରମଣରେ ଦୁଇଜଣଙ୍କର...

You cannot copy content of this page