ଜୀବନଚର୍ଯ୍ୟା

କମଳା ଫୁଲ , ଡାଳଚିନି , ଗୋଲମରିଚରୁ ତିଆରି ହେଉଛି ପରଫ୍ୟୁମ୍

ପରଫୁମ୍ ବାସ୍ନା ପାଏଁ କେବଳ ଏ ନାଁ ହିଁ ଯଥେଷ୍ଟ। ସାରା ବିଶ୍ୱରେ ବିଭିନ୍ନ ବ୍ରାଣ୍ଡ ଆଉ ସୁଗନ୍ଧର ପରଫୁମ୍ ମିଳେ । ହେଲେ ଦି ବଡିସପ୍...

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

ନୂଆଦିଲ୍ଲୀ(ସଂକେତ ଖବର) ଓଡ଼ିଆ ସୋସିଓ କଲ୍‍ଚରାଲ୍‍ ଆସୋସିଏସନ୍‍, ନେଦରଲ୍ୟାଣ୍ଡସ (ଓସକାନ) ତରଫରୁ ନିକଟରେ ରଜ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍‍ଟ...

ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ଆଭାସି ସଂଗୀତ ସମାରୋହ

ନୂଆଦିଲ୍ଲୀ (ସଂକେତ ଖବର) ଅଗ୍ରଣୀ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଅନୁଷ୍ଠାନ ସ୍ୱର ସମର୍ପଣ ତରଫରୁ ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ସଂଗୀତ ସମାରୋହ ଆଭାସି ମଞ୍ଚରେ ଅନୁଷ୍ଠିତ...

ଆସୁଛି 6G ,ବିଶ୍ୱରେ ହେବ ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ: 6G ଟେକ୍ ନ୍ୟୁଜ୍: ଅନେକ ଦେଶ 6G ନିର୍ମାଣ ଦିଗରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି । ଯେଉଁଥିରେ ଜାପାନ, ଚୀନ୍, ଦକ୍ଷିଣ କୋରିଆ, ଆମେରିକା ଏବଂ...

ଦଣ୍ଡନାଚକୁ ନେଇ ଗାଇଡ଼ ଲାଇନ ଜାରୀ କଲା ଜିଲ୍ଲା ପ୍ରଶାସନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଗଣପର୍ବ ଦଣ୍ଡନାଚ ପାଳନ ନେଇ ଜିଲ୍ଲା ପ୍ରଶାସନ ଏସ୍‌ଓପି ଜାରି କରିଛି। କୋଭିଡ୍ ଗାଇଡଲାଇନ ପାଳନ ସହ କଡ଼ା କଟକଣା ମଧ୍ୟରେ...

1 ମିନିଟରେ ୧୭ ଶ୍ଳୋକ ଗାଇ ସର୍ବ ଭାରତୀୟ ସ୍ତରରେ ପ୍ରଥମ ହେଲେ ଆଦ୍ୟାଜ୍ୟୋତି

ଯାଜପୁର(ସଂକେତ ଖବର) ଯାଜପୁର ସହରସ୍ଥ ବିବିସରାଇ ଗ୍ରାମର ଆଦିତ୍ୟ କୁମାର ଦାଶଙ୍କ ୧୦ ବର୍ଷର ଝିଅ ତଥା ସହରସ୍ଥ ଡିଏଭି ସ୍କୁଲର ୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି...

ବିଚିତ୍ର ବିଶ୍ବ -୪ ଅଷ୍ଟ୍ରିଆ

ୟୁରୋପ ମହାଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୋଟିଏ ଛୋଟିଆ ଦେଶ ହେଲା ଅଷ୍ଟ୍ରିଆ। ମାତ୍ର ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ଏହି ଦେଶର ଲୋକମାନେ ସ୍ବାଭାବତଃ ଖୁସ୍...

ଓଟିଡିସି ପକ୍ଷରୁ ଆମ ଘର ଆମ ହାଣ୍ଡିଶାଳ କାର୍ଯ୍ୟକ୍ରମ ଉଦଘାଟିତ।

ଭୁବନେଶ୍ୱର(ସଂକେତ ଖବର) କରୋନାଜନିତ ଲକଡାଉନ୍ ଅବଧି ମଧ୍ୟରେ କର୍ମଜୀବୀ ମହିଳାଙ୍କଠୁ ଆରମ୍ଭ କରି ଗୃହିଣୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି...

You cannot copy content of this page