ବିଶେଷ

ଗଡମଧୁପୁର ଓ ଜେନାପୁର ଅଂଚଳର ଲୋକଙ୍କ ବଢୁଛି ଦୁର୍ଦ୍ଦଶା

ଯାଜପୁର(ସଙ୍କେତ ଖବର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ଏବଂ ଜେନାପୁର ଠାରେ ଥିବା ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତର ପଦବୀ...

ବନ୍ଦ ହେଇଯିବ ପେଂସବୁକ ଓ ଟ୍ୱିଟର ଭଳି ସୋସିଆଲ ମିଡିଆ!

ନୂଆଦିଲ୍ଲୀ:ଆସନ୍ତାକାଲି ଠାରୁ ଭାରତରେ ପେଂସବୁକ ଏବଂ ଟ୍ୱିଟର ଭଳି ପ୍ରତିଷ୍ଠିତ ସୋସିଆଲ ମିଡିଆ ପ୍ଲାଟପଂର୍ମ ବନ୍ଦ ହେଇଯିବକି? ଆଜି ଏହି ବିଷୟକୁ ନେଇ ଦେଶର ଜାତୀୟ ଗଣମାଧ୍ୟମ...

କୋଭିଡ ଟେଷ୍ଟ ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି ଡାକ୍ତର ଓ ପ୍ରଶାସନ ଅଧିକାରୀ

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ କରୋନାକୁ ନେଇ ଆତଙ୍କ...

ସୁସ୍ଥ ହେଲେ ମନ୍ତ୍ରୀ ପ୍ରତାପ ଜେନା,ଶୁଭେଛୁଙ୍କୁ ଜଣାଇଲେ ଧନ୍ୟବାଦ

ଭୂୂବନେଶ୍ୱର (ସଙ୍କେତ ଖବର ): ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡିଶାର ଜନସାଧାରଣଙ୍କ ଶୁଭେଚ୍ଛାରୁ ଆଜି ୧୮ ଦିନ ପରେ କୋଭିଡ-୧୯ ଚିକିତ୍ସା ପରେ ଘରକୁ ଫେରିଛନ୍ତ...

ମେ ୨୬ ରେ ସୁପର ମୁନ୍, ଲାଲ୍ ଜହ୍ନ ଓ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

ଭୂବନେଶ୍ୱର(ସଙ୍କେତ ଖବର): ମେ ୨୬ ତାରିଖର ପୂର୍ଣ୍ଣ ଚନ୍ଦ୍ରଟି ୨୦୨୧ ମସିହାର ଶେଷ "ସୁପରମୁନ୍" ଭାବରେ ଦେଖାଯିବ । "ସୁପରମୁନ୍" ଶବ୍ଦ ଟି ପ୍ରଥମେ ଆମେରିକାର ଜ୍ୟୋତିଷ...

ୱେବସାଇଟ୍ ମାଧ୍ୟମରେ କୋଭିଡ୍ ଟେଷ୍ଟ୍ ରିପୋର୍ଟ ପ୍ରଦାନ ବ୍ୟବସ୍ଥା

ଭୂବନେଶ୍ୱର(ସଙ୍କେତ ଖବର): ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା;...

ବାଳାଶ୍ରମ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ।

ଯାଜପୁର(ସଙ୍କେତ ଖବର): ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଳାଶ୍ରମ ତଥା ଅନ୍ୟାନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ଏବଂ ଚାଇଲଡ ଲାଇନର କର୍ମକର୍ତ୍ତା ମାନଙ୍କୁ କରୋନା ଟୀକାକରଣ କରାଯାଇଚ୍ଥି ।...

ଆଶ୍ଚର୍ଯ୍ୟ: ନିଜ ପରିସ୍ରା ପାନ କରି ସୁସ୍ଥ ହେଲେ ମହିଳା !

ନୂଆଦିଲ୍ଲୀ: ସାନ ଡିଏଗୋର ଜଣେ ମହିଳା ଦାବି କରିଛନ୍ତି ଯେ ସେ ନିଜର ପରିସ୍ରା ପିଉଛନ୍ତି। ତା’ ଚେହେରା ସଫା କରେ । ପରିସ୍ରା ବୁନ୍ଦା ଆଖିରେ...

କୋରନା ପାଇଁ ରାମ ବାଣ DRDO ର 2DG

ନୂଆଦିଲ୍ଲୀ (ସଙ୍କେତ ଖବର): କରୋନାଭାଇରସ୍ ମହାମାରୀର ଏକ ପ୍ରବଳ ତରଙ୍ଗ ଭାରତର ପ୍ରମୁଖ ବିଭାଗକୁ ଧ୍ୱଂସ କରିବାକୁ ଲାଗିଲା, ସୋମବାର ଦିନ ଊଜଊଙ ର ଉତ୍ପାଦିତ ଆଣ୍ଟି-କୋଭିଡ୍...

କରୋନା ସ୍ଥିତି ଉପରେ  ସର୍ବଦଳୀୟ ବୈଠକ  : ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା ।

ଭୁବନେଶ୍ଵର (ସଙ୍କେତ ଖବର): ରାଜ୍ୟର କରୋନା ସ୍ଥିତି ଉପରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

You cannot copy content of this page