କନ୍ଧମାଳ

ତୁମୁଡିବନ୍ଧ ଅଞ୍ଚଳକୁ ଜିଲ୍ଲା ବାହାର ଲୋକଙ୍କ ଅବାଧ ପ୍ରବେଶ : ବଢୁଛି ଚିନ୍ତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ କରୋନାର ଦ୍ୱିତୀୟ  ଲହର ଉପରମୁହାଁ ହେଉଥିବା ବେଳେ ତାହାକୁ ରୋକ ଲଗାଇବା ପାଇଁ ସରକାର ମେ୫ ରୁ ୧୯ତାରିଖ ୧୫ଦିନ ଲକ୍...

ଦ୍ବିତୀୟ ବିଶ୍ୱଯୁଦ୍ଧରେ ସିପାହୀଙ୍କ ଧର୍ମପତ୍ନୀଙ୍କୁ ମିଳୁନି ପାରିବାରିକ ଭତ୍ତା ।

ବାଲିଗୁଡା (ସଙ୍କେତ ଖବର): ଦେଶର ସୀମାନ୍ତକୁ ଯବାନମାନେ ଅହରହ ସୁରକ୍ଷା ଦେଉଥିବା ବେଳେ ଆମେ ନିଜ ଘରେ ସୁରକ୍ଷିତ ରହିପାରୁଛୁ। କିନ୍ତୁ ଅତ୍ୟନ୍ତ କ୍ଷୋଭର ବିଷୟ ଜଣେ...

ବିଜୁ ଜନତା ଦଳର ଯୁବକ ମାନଙ୍କ ରନ୍ଧା ଖାଦ୍ୟ ବଣ୍ଟନ ।

ବାଲିଗୁଡ଼ା (ସଙ୍କେତ ଖବର): ଅନାହାର ମୁହଁରେ ମୁଠାଏ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ସଦସ୍ୟମାନେ । ସାରା ଦେଶରେ ମହାମାରୀ...

ତୁମୁଡିବନ୍ଧ ପଞ୍ଚାୟତ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବନ୍ଦ ।

ବାଲିଗୁଡା ( ସଙ୍କେତ ଖବର): କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଏହି ଦ୍ୱିତୀୟ ଲହର ବେଶି ଘାତକ...

କୋଭିଡ୍ ସମୀକ୍ଷା କଲେ ସାଂସଦ ଅଚ୍ୟୁତ ସାମନ୍ତ ।

କନ୍ଧମାଳ(ସଙ୍କେତ ଖବର) : କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ କୋଭିଡ୍ ପରିଚାଳନା ନେଇ ସାଂସଦ ଅଚ୍ୟୁତ ସାମନ୍ତ ନିୟମିତ ସମୀକ୍ଷା ଜାରି ରଖିଛନ୍ତି। ପ୍ରତି ସପ୍ତାହରେ...

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନ

କନ୍ଧମାଳ (ସଙ୍କେତ ଖବର): ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସର ପ୍ରତିଷ୍ଠାତା ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସିକିମ୍ ପ୍ରଫେସନାଲ୍ ବିଶ୍ୱବିଦ୍ୟାଳୟ...

ଘରୋଇ ମହାବିଦ୍ୟାଳୟରେ ନାମ ଲେଖାଇବା ନାଁରେ ରାକେଟ ସକ୍ରିୟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରିବା ସହ ଅନେକ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ପ୍ରମାଣପତ୍ରକୁ ଘରୋଇ...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଇକିଆ ତହସିଲଦାର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ତହସିଲଦାର ଙ୍କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ଟିମ...

ସଟ ଡାଉନ ରାତିରେ ଗାଡି ପୋଡ଼ିଲେ ଦୁର୍ବୁତ୍ତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ     ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନର ଫାଇଦା ନେଇ କିଛି ଦୁର୍ବୁତ୍ତ ଷ୍ଟେଟ ବ୍ୟାଙ୍କର ଟଙ୍କା ନେବା ଆଣିବା ଗାଡି...

ପୂର୍ତ୍ତ ବିଭାଗର ମନମାନୀ : କାମ ନ ହୋଇ ପଡି ରହିଛି ରାସ୍ତା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସହରର ଉନ୍ନତ ମାନର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ପୂର୍ତ୍ତ ବିଭାଗ ର ଦାୟୀତ୍ଵ । ହେଲେ ପୂର୍ତ୍ତ ବିଭାଗର ଅବହେଳା...

You cannot copy content of this page