ଯାଜପୁର

ଗଛରେ ରାକ୍ଷୀ ବାନ୍ଧି ବନ୍ଧୁତା ସ୍ଥାପନ କଲେ ଉଦୀୟମାନ ପରିବାର ।

ବଡ଼ଚଣା(ସଂକେତ ଖବର) ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ଗହ୍ମାପର୍ବ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିନରେ ଗଛ ଓ ଗୋମାତାଙ୍କୁ ଫୁଲ ଚନ୍ଦନ ନୈବେଦ୍ୟ ଦେଇ...

ଅପେରା ପରିବେଷଣ ସମୟରେ କୋଭିଡ଼ ନିୟମ ଉଲଂଘନ, ତହସିଲଦାର ଙ୍କ ତାଗିଦ।

ଯାଜପୁର(ସଙ୍କେତ ଖବର) ବଡ଼ଚଣା ବ୍ଲକ ଛତିଆଠାରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଯାତ୍ରା ରଙ୍ଗମହଲ ପକ୍ଷରୁ ଅପରାହ୍ନ ୪ଟାଠାରୁ ରାତ୍ର ୮ଟା ଯାଏଁ ହେଉଥିବା ଅପେରା...

ଯାଜପୁର ଜିଲା ସ୍ତରୀୟ ସଦ୍‌ଭାବନା ଦିବସ ପାଳିତ ।

ଯାଜପୁର, (ସଂକେତ ଖବର ): ଯାଜପୁର ଜିଲା ସ୍ତରୀୟ ସଦ୍‌ଭାବନା ଦିବସ ଗୁରୁବାର ପୂର୍ବାହ୍ନରେ ପାଳିତ ହୋଇଯାଇଚ୍ଥି । ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍‌ି୍ଳକଙ୍କ ଅଧ୍ୟକ୍ଷତାରେ...

ଜିଲା ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁମୋଦିତ ।

ଯାଜପୁର,(ସଂକେତ ଖବର ): ଯାଜପୁର ଜିଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁମୋଦିତ ହୋଇଯାଇଚ୍ଥି । ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଳ୍‌ା ଜରୁରୀ ବିଭାଗ...

ଭଦ୍ରକ ବିଧାୟକ ସଂଜୀବ ମଲିକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ, ଗାଡି ଚୁରମାର।

ଧର୍ମଶାଳା(ସଂକେତ ଖବର)ଭଦ୍ରକ ବିଧାୟକ ସଞ୍ଜିବ୍ ମଲ୍ଲିକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ। ଯାଜପୁର ଜିଲ୍ଲା 16 ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ...

ଯାଜପୁର ରଗବି ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ବୃକ୍ଷରୋପଣ।

ଦଶରଥପୁର(ସଙ୍କେତ ଖବର)ଯାଜପୁର ଜିଲ୍ଳା ରଗବି ଫୁଟବଲ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଦଶରଥପୁର ଶ୍ୟାମ ସୁନ୍ଦର ମଠ ଠାରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ନାରାୟଣ ଚନ୍ଦ୍ର...

ଚଣ୍ଡିଖୋଲ କଲେଜ ଅଡିଟୋରିୟମ ଉଦଘାଟନି ଉତ୍ସବ ରେ ପୂର୍ବତନ ସାଂସଦ ଙ୍କୁ ଅସମ୍ମାନ ,ଦଳୀୟ କାର୍ଯ୍ୟକ୍ରମ କହି ବର୍ଜନ କରି ବିଧାୟକ ଙ୍କ ଉପରେ ବର୍ଷିଲେ ।

ଯାଜପୁର(ସଂକେତ ଖବର) ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ନବ-ମାଳତୀ ଅଡିଟୋରିୟମ ଉଦଘାଟନକୁ ନେଇ ଦେଖାଦେଇଛି ବିବାଦ । ଉଦଘାଟନ ଉତ୍ସବରେ ଶାସକ ଦଳର ବିଧାୟକଙ୍କ ହୀନମନ୍ୟତା ଓ...

ମରୁଡ଼ିର ପଦଧ୍ଵନି ;କୋରେଇକୁ ମରୁଡି ଅଞ୍ଚଳ ଘୋଷଣା ପାଇଁ ଦାବି କଲା ବିଜେପି ।

କୋରେଇ (ସଂକେତ ଖବର )କୋରେଇ ଏକ କୃଷି ପ୍ରଧାନ ଅଞ୍ଚଳ । ଏହାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ।...

ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ

ଭୁବନେଶ୍ବର (ସଂକେତ ଖବର ) : ଆମେରିକାରେ ଅବସ୍ଥାପିତ ଲବ୍ଧପ୍ରତିଷ୍ଠ ଆର୍କିଟେକ୍ଟ ସ୍ୱର୍ଗତ ମହେନ୍ଦ୍ର କରଙ୍କର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ନିକଟରେ ଏକ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି...

ବିଭିନ୍ନ ଦାବି ନେଇ ଜିଲାପାଳ ସମ୍ମୁଖରେ ବାମ ସଂଗଠନ ସମୂହ ପକ୍ଷରୁ ବିକ୍ଷୋଭ

ଯାଜପୁର(ସଂକେତ ଖବର) ବିଭିନ୍ନ ଦାବି ନେଇ ଆଜି ଜିଲାପାଳ ଅଫିସ ସମ୍ମୁଖରେ ବାମ ସଂଗଠନ ସମୂହ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ.ଆଇ.ଟି.ୟୁ.ସି., ଅଲ୍ ଇଣ୍ଡିଆ କୃଷକ...

You cannot copy content of this page