ଯାଜପୁର

ସମଜସେବୀ ବାଙ୍କ ବିହାରୀ ଦାସ ଙ୍କ ଜନ୍ମ ଜୟନ୍ତୀ ପାଳିତ।

ଯାଜପୁର ୨୩/୦୧(ସଂକେତ ଖବର)ଓଡ଼ିଶାର ପୂର୍ବତନ ଅର୍ଥ ଓ ରାଜସ୍ବ ମନ୍ତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସମାଜ ସଂସ୍କାରକ, ପରିବେଶବିତ, ବିଶିଷ୍ଟ ଅର୍ଥନୀତିଜ୍ଞ, କୃଷକ ନେତା, ସମାଜବାଦୀ...

ଯାଜପୁର ପୈାର ପରିଷଦ ପକ୍ଷରୁ ଅନ୍‌ଲାଇନ ଟ୍ୟାକ୍ସ ସଂଗ୍ରହର ଶୁଭାରମ୍ଭ ।

ଯାଜପୁର, ତା ୨୨ା୧ (ସଂକେତ ଖବର) ଯାଜପୁର ପୈାର ପରିଷଦ ପକ୍ଷରୁ ବିଭିନ୍ନ ଟ୍ୟାକ୍ସ ଅନ୍‌ଲାଇନ ମାଧ୍ୟମରେ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଇଚ୍ଥି । ଶୁକ୍ରବାର ପୂର୍ବାହ୍ନରେ...

ଯାଜପୁର ଜିଲ୍ଳା ପରିବେଶ ସମିତି ବୈଠକ ଅନୁଷ୍ଠିତ ।

ଯାଜପୁର, ତା ୨୨ା୧(ସଂକେତ ଖବର) ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଉରଦାୟୀ ଭାବେ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି...

“ଯାଜପୁର ଟି-୨୦ ଚ୍ୟାଲେଞ୍ଜର କ୍ରିକେଟ୍”, ନୂଆପଡ଼ା କୁ ପରାସ୍ତ କରି ସ୍ପୋର୍ଟ୍ସ ଏକାଡ଼େମୀ ଯାଜପୁର ରୋଡ଼ ଚାମ୍ପିଆନ

ଯାଜପୁର ତା୨୧/୧(ସଂକେତ ଖବର) ଯାଜପୁର ବ୍ଲକ୍ ଅନ୍ତର୍ଗତ ନାଥସାହି ପଂଚାୟତର ମା’ ମଙ୍ଗଳା ସ୍ପୋଟିଂ କ୍ଲବ୍ ଓ ଯାଜପୁର ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସହାୟତାରେ ଚାଲିଥିବା “ଯାଜପୁର...

ଝାଲପଡା ସାଇନିଂ କ୍ରିକେଟ୍ ପ୍ରିମିୟର ଲିଗ ଉଦ୍‌ଯାପିତ

ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତ ନିଳକଣ୍ଠପୁର ଭାଗବତ ଖେଳପଡ଼ିଆରେ ସାଇନିଂ କ୍ରିକେଟ୍ ପ୍ରିମିୟର ଲିଗ ଉଦ୍‌ଯାପିତ ହୋଇଯାଇଅଛି । ସ୍ଥାନୀୟ ସାଇନିଂ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ଆୟୋଜିତ...

କୋଭିଡ ମାର୍ଗଦର୍ଶିକା ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ

ଯାଜପୁର, (ସଂକେତ ଖବର) ଆଗାମୀ ସାଧାରଣତନ୍ତ୍ର ଦିବସକୁ ସଦ୍‌ଭାବନା ପୂର୍ବକ ଓ ଶୃଙ୍ଖଳାର ସହ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ...

ଯାଜପୁରରେ ଉନ୍ନୟନ, ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ।

ଯାଜପୁର, (ସଂକେତ ଖବର) ଜନସାଧାଣଙ୍କ ହିତ ଉଦ୍ଦେଶ୍ୟରେ ସରକାର ବିବିଧ ବିକାଶ ଓ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଚ୍ଥନ୍ତି । ଏହାର ସପଂଳ ରୂପାୟନ ପାଇଁ ସଂପୃକ୍ତ...

ଭଗତ ସିଂ ଯୁବକ ସଙ୍ଘ ର ସେବା କାର୍ଯ୍ୟ।

ବ୍ୟାସନଗର( ସଂକେଟଖବର)ବିକୃତ ମସ୍ତିଷ୍କଧାରୀ ବ୍ୟକ୍ତିମାନଙ୍କ ସେବାକଲା ସହିଦ ଭଗତ ସିଂ ଯୁବକ ସଂଘ, ବ୍ୟାସନଗର- ମାନବସେବା ହିଁ ମାଧବ ସେବା ବୋଲି ଭାବି ବ୍ୟାସନଗର ଅଞ୍ଚଳର ପୁରାତନ...

ପୁଣି ଅଚଳ ହେଲା ବିଏସଏନଏଲ ଟାୱାର,ଅନଲାଇନ ପାଠ ପଢ଼ାରୁ ବଂଚିତ ଛାତ୍ର ଛାତ୍ରୀ

ଯାଜପୁର :ଯାଜପୁର ବ୍ଲକ ଭୁବନେଶ୍ୱରପୁର ଅଂଚଳରେ ବିଏସଏନଏଲ ଟାୱାରଟି ଗତ ମାସେରୁ ଉର୍ଦ୍ଧ ସମୟ ଧରି ଅଚଳ ହୋଇପଡିଛି । ପଂଳରେ ଏହି ଟାୱାର ଉପରେ ନିର୍ଭର...

ଯାଜପୁର :କୋରୋନାରେ ପଂଟୋ ସାମ୍ବାଦିକଙ୍କ ମୃତ୍ୟୁ

ଯାଜପୁର(ସଂକେତ ଖବର)ଯାଜପୁରରେ କାର୍ଯ୍ୟରତ ପଂଟୋ ସାମ୍ବାଦିକ ଅଶୋକ ସାହୁ (୫୫)ଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଅଶୋକ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଦୈନିକ ଖବର କାଗଜ “ମନ୍ଥନ”ରେ...

You cannot copy content of this page