ଯାଜପୁର

ପ୍ରଥମ ପର୍ଯ୍ୟାୟରେ ଯାଜପୁରରୁ ୬ ଜଣ ବ୍ୟକ୍ତି ପ୍ଳାଜମା ଦାନ ପାଇଁ ଏସ୍‌.ସି.ବି. ଗଲେ ।

ଯାଜପୁର(ସଂକେତ ଖବର) ପ୍ଳାଜମା ପରି ଏକ ମହତ ଓ ଜୀବନ ଦାନ କାର୍ଯ୍ୟକୁ ଜିଲ୍ଳ୍‌ାର ବରୀ ଅଞ୍ଚଳର ୬ ଜଣ ବ୍ୟକ୍ତି ପବିତ୍ର ସ୍ୱାଧୀନତା ଦିବସରେ ସ୍ୱେଚ୍ଚ୍ଥାକୃତ...

କରୋନା ପରିଚାଳନା ପାଇଁ ବିବିଧ ସବ୍‌-କମିଟି ଗଠିତ : ଦାୟିତ୍ୱରେ ବରିଷ୍ଠ ଅଧିକାରୀ ।

ଯାଜପୁର,(ସଂକେତ ଖବର)କରୋନା ମହାମାରୀକୁ ପ୍ରତିହତ କରିବାକୁ ହେଲେ ଅଧିକ ପରୀକ୍ଷା ନିରୀକ୍ଷା ଜରୁରୀ । ତେଣୁ ଯାଜପୁର ଜିଲ୍ଳ୍‌ାରେ ଅଧିକ ସଂଖ୍ୟକ ପରୀକ୍ଷା ନିରୀକ୍ଷା ପାଇଁ ଭିତିଭୂମି...

ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ତରଫରୁ କୋଭିଡ ଯୋଦ୍ଧା ସମ୍ବର୍ଦ୍ଧିତ

ପାଣିକୋଇଲି(ସଂକେତ ଖବର): ସାରା ବିଶ୍ବରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ି ଚାଲିଛି । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଥିବାବେଳେ କୋଟି କୋଟି...

ସୁକିନ୍ଦା-ଦାନଗଦିରେ ପ୍ରତିଷ୍ଠା ହେବ ହାଚେରୀ,ଦେଶୀ କୁକୁଡ଼ା-ଛେଳି ଚାଷ କୁ ଗୁରୁତ୍ୱ।

ସୁକିନ୍ଦା(ସଂକେତ ଖବର) ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଗରିବ ଲୋକଙ୍କର ଜୀବାକା ଉପାର୍ଜନ ପାଇଁ କୁକୁଡ଼ା,ଛତୁ ଏବଂ ଛେଳି ଚାଷକୁ ପ୍ରୋତ୍ସାହିତ କରାଯିବ। ଡିଏମଏଫ୍(ଜିଲ୍ଲା ଖଣିଜ ନ୍ୟାସ) ପାଣ୍ଠି...

ରକ୍ତଦାନରେ କ୍ରାନ୍ତି : କ୍ରାନ୍ତି ଦିବସରେ ସୁନ୍ଦରଗଡ଼ରେ ୧୬୨ ବ୍ୟକ୍ତିଙ୍କ ରକ୍ତଦାନ

ସୁନ୍ଦରଗଡ(ସଙ୍କେତ ଖବର) ଜୀବନଯାତ୍ରାକୁ ସ୍ଥାଣୁ କରିଦେଇଥିବା ବିଶ୍ୱ ମହାମାରୀ କରୋନା ଉପରେ ବିଜୟୀ ହେବାକୁ ଓଡ଼ିଶାର ଉଦ୍ୟମ ଅବ୍ୟାହତ ରହିଛି। ପୂର୍ବରୁ କରୋନା ରୋଗରୁ ସୁସ୍ଥ ହୋଇଥିବା...

ଯାଜପୁର ଧର୍ମଶାଳାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.୩ ମୃତ. ୨ ଗୁରୁତର

ଧର୍ମଶାଳା(ସଙ୍କେତ ଖବର)ଧର୍ମଶାଳା ଥାନା ରଥିଆ ଛକ ଠାରେ ସଡକ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଭୁବନେଶ୍ବରରୁ...

କୋବିଡ଼ ନିୟମ ମାନ; ଘଡେଇ

ଦାନଗଦି(ସଂକେତ ଖବର) ଦାନଗଦି ବ୍ଲକର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଭିଡିଓ କନଫରେନ୍ସିଂରେ ଚର୍ଚ୍ଚା କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ।ବିଶ୍ୱ ମହାମାରୀର ସଫଳ ମୁକାବିଲା...

କର୍ପୋରେଟ୍ ଷ୍ଟାଇଲରେ ନିର୍ମାଣ ହେବ ସୁକିନ୍ଦା ମେଡିକାଲ, ନିଯୁକ୍ତି ହେବେ ୪ ବିଶେଷଜ୍ଞ ଡାକ୍ତର;

ସୁକିନ୍ଦା(ସଂକେତ ଖବର) ଡିଏମଏଫରୁ ହେବ ଖର୍ଚ୍ଚ ହେବ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଭିତ୍ତିଭୂମି। ରୋଗୀ ସେବାରେ ଉନ୍ନତି ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ୪ମହଲାର...

ବେସାହାରା ଭାଇ ଭଉଣୀଙ୍କୁ ସାହା ହେଲେ ସୁକିନ୍ଦା ବିଧାୟକ ।

ସୁକିନ୍ଦା(ସଙ୍କେତ ଖବର) ବାପା-ମା’ଙ୍କୁ ହରାଇଥିବା ନାବାଳକ ୫ ଭାଇ-ଭଉଣୀଙ୍କର ସମସ୍ତ ଦାୟିତ୍ୱ,ଯାଜପୁର ଜିଲ୍ଲା ପ୍ରଶାସନ ହାତକୁ ନେଇଛନ୍ତି। ଗତ ବୁଧବାର ମା’ କୁନି ଯାମୁଦାଙ୍କ ମୃତ୍ୟୁ ପରେ...

You cannot copy content of this page