ଯାଜପୁର

ନାଥସାହି ସରପଞ୍ଚଙ୍କୁ ସେବାରତ୍ନ ସମ୍ମାନ

ଯାଜପୁର(ସଂକେତ ଖବର ) ଯାଜପୁର ବ୍ଲକ୍ ଅନ୍ତର୍ଗତ ନାଥସାହି ପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣଲତା ପରିଡ଼ାଙ୍କୁ କୋଭିଡ୍‌-୧୯ ନିମନ୍ତେ ତାଙ୍କର ଉଲ୍ଲେଖନୀୟ ସେବା ତଥା ଉକ୍ତ ପଞ୍ଚାୟତର ଜନସାଧାରଣଙ୍କୁ...

୧୯୯୫ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଯାଜପୁର(ସଂକେତ ଖବର)ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତ ର ଶେଷଦେବ ବାସନ୍ତୀ ସରକାରୀ ହାଇସ୍କୁଲ ୧୯୯୫ ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବ୍ୟାସନଗର ରେ ଆନ୍ତଜିଲ୍ଲା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବ୍ୟାସନଗର(ସଂକେତ ଖବର)ସ୍ଥାନୀୟ ଏନସି ହାଇସ୍କୁଲ ଖେଳପଡ଼ିଆ ଠାରେ ଭିସାଗ୍ରୁପ୍ ସହଯୋଗରେ ଏବଂ ଓଡିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ ତତ୍ତ୍ବାବଧାନରେ ଆଶା ଅଭିଳାଷା ସାମାଜିକ ଅନୁଷ୍ଠାନ ଆନୁକୂଲ୍ୟରେ 1ମ...

କୋରେଇ:ନାଉଡ଼ପୁର ରେ ଅବକାରୀ ବିଭାଗ ର ଚଢ଼ାଉ,3 ଗିରଫ

ଯାଜପୁର ରୋଡ (ସଂକେତ ଖବର) ଅବକାରୀ ବିଭାଗ ପକ୍ଷର ନାଉଡୁପୁର ଛକରେ ଚଢ଼ାଉ ୩୯ ଲିଟର ଦେଶୀ ମଦ ଜବତ,୩ ଗିରଫ,କୋର୍ଟ ଚାଲାଣ ହେଇଥିବା ସୂଚନା ମିଲିଛି...

ସଂସଦ ରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ!

ନୂଆଦିଲ୍ଲୀ(ସଂକେତ ଖବର)ପବ୍ଲିକ୍ ଆକାଉଣ୍ଟସ୍ କମିଟି (ପିଏସି) ସ୍ଥାପନର ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ସୂତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି ସୁକିନ୍ଦା...

ଜିଲା ପରିଷଦ ବୈଠକ ର ଫଳ ଶୁନ,ଅସହାୟ ଜିଲା ପରିଷଦ ସଦସ୍ୟ

ଯାଜପୁର (ସଂକେତ ଖବର ) ତୃଣମୁଳ ସ୍ତରରେ ବିକାଶ ପହଂଚାଇବା ଲକ୍ଷ୍ୟରେ ରାଜ୍ୟରେ ଆରମ୍ଭ ହୋଇଥିଲା ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା । ସରପଂଚ,ସମିତିସଭ୍ୟ ଏବଂ ଜିଲାପରିଷଦ ସଦସ୍ୟଙ୍କୁ...

ପଞ୍ଚାୟତ ସ୍ତରୀୟ ନିଶାନିବାରଣ କର୍ମଶାଳା

ଦଶରଥପୁର(ସଂକେତ ଖବର ) ଗ୍ରାମନନ୍ଦିପୁର ଠାରେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ପରିଷଦ ନନ୍ଦିପୁର ଶାଖା ପକ୍ଷରୁ ପଞ୍ଚାୟତ ସ୍ତରୀୟ ନିଶାନିବାରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପରିସରର...

ମିର୍ଜାପୁରରେ ରକ୍ତଦାନ ଶିବିର, ୪୭ ୟୁନିଟ୍ ରକ୍ତ ସଂଗୃହିତ

ଦଶରଥପୁର (ସଂକେତ ଖବର ) ଗ୍ରାମନନ୍ଦିପୁର ପଞ୍ଚାୟତ ମିର୍ଜାପୁର କମ୍ୟୁନିଟି ସେଣ୍ଟର ଠାରେ ନନ୍ଦିପୁର ଓ ବିରୁହାଁ ପଞ୍ଚାୟତ ଛାତ୍ର ବିଜେଡି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ...

ଦାନଗଦୀର ପ୍ରତି ଘରେ ପହଞ୍ଚିବ ପାଇପ ପାଣି :ପ୍ରୀତିରଞ୍ଜନ

ଦାନଗଦି (ସଂକେତ ଖବର )ଦାନଗଦୀ ବ୍ଲକର ପ୍ରତି ଘରକୁ ପାଇପରେ ପାଣି ଯୋଗାଇବା ଲକ୍ଷ୍ୟରେ,ଆସନ୍ତା ଡିସେମ୍ବର ସୁଦ୍ଧା ସବୁ ଗାଁରେ ପାଇପ ବିଛାଇବା କାମ ସରିବ। ଫଳରେ...

ବିଚିତ୍ରପୁର ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ।

ଯାଜପୁର,(ସଂକେତ ଖବର ) ଯାଜପୁର ଜିଲ୍ଲା ଲୋକକଳା ଗ୍ରାମ ବିଚିତ୍ରପୁର ରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ...

You cannot copy content of this page