ରାଜ୍ୟ

ଗଞ୍ଜେଇ ଭର୍ତ୍ତି ଅଟୋ ସହ ଗୋଟିଏ ବାଇକ୍‌ ଜବତ, ୪ ଗିରଫ

ବାଲିଗୁଡା (ସଙ୍କେତ ଖବର): ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଚଢ଼ାଉ କରି ୪୫କେଜି ୩୦୦ଗ୍ରାମ୍‌ ଗଞ୍ଜେଇ ସହ ଗୋଟିଏ ଅଟୋ ଓ ଗୋଟିଏ ମୋଟରସାଇକେଲ...

ରାଇକିଆ : ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା କରିବା ଘଟଣା, ବାପା ଓ ମା’ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ...

ଦାରିଙ୍ଗବାଡି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ କରାଯାଇଛି ।ଏଥିରେ  ଜି.ଉଦୟଗିରି ବିଧାୟକ ସାଲୁଗା...

ସିମନବାଡ଼ିରେ ଦୋକାନ ଗୁଡିକ ଜବର ଦଖଲ ଉଛେଦ ଆରମ୍ଭ

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାର ନିକଟ ବନବିଭାଗ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ପ୍ରାଣୀଧନ ସହାୟକ...

ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସସପେନ୍ସ ଉପରୁ ଉଠିବାକୁ ଯାଉଛି ପରଦା !

ଉଦୟ ନାଥ ସାହୁ ପାରଳାଖେମୁଣ୍ଡିର ଯୁବ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିଆଁରେ ପୋଡ଼ିହୋଇ ମୃତ୍ୟୁ ଏକ ଦୁର୍ଘଟଣା ଜନିତ ନା ହତ୍ୟା ଅବା ଆତ୍ମହତ୍ୟା...

ଯାଜପୁର ରୋଡ଼ ରେଳ ଡିଭିଜନ ପାଇଁ ଦାବି ଜୋର ଧରିଲା

ବ୍ୟାସନଗର(ସଙ୍କେତ ଖବର)ଯାଜପୁର କେନ୍ଦୁଝର ରୋଡ ରେଳ ଡିଭିଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଦଳା ସ୍ଥିତ ଜାଭିୟାର୍ସ ସ୍କୁଲ ରେ ବ୍ୟାସନଗର ମିଳିତ ମଞ୍ଚ ଆନୁକୂଲ୍ୟରେ ରେ...

ଯାଜପୁର ରୋଡରେ ରେଲୱେ ଡିଭିଜନ ପ୍ରତିଷ୍ଠା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ନେତା ବିଶ୍ୱଜିତ ନାୟକ

କୋରେଇ(ସଂକେତ ଖବର) ଯାଜପୁରରେ ରେଲୱେ ଡିଭିଜନ ପ୍ରତିଷ୍ଠା କରିବା ପାଇଁ ଅନେକ ସମୟରେ ବିଭିନ୍ନ ମହଲରୁ ଦାବି କରାଯାଇ ଆସୁଅଛି । ଯାଜପୁର ଜିଲ୍ଲାର କଳିଙ୍ଗନଗରର ବ୍ୟାପକ...

ଯାଜପୁର ରୋଡ଼ ସବ୍ ଜେଲରେ ହୁଗୁଳା ସୁରକ୍ଷା ବ୍ୟବସ୍ଥା: ପୁଣି ଜଣେ ବିଚାରାଧିନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ।

ଯାଜପୁର(ସଙ୍କେତ ଖବର)କୋରେଇ ବ୍ଲକ ରଗଡ଼ିସ୍ଥିତ ଯାଜପୁର ରୋଡ଼ ସବ ଜେଲ କର୍ତୁପକ୍ଷଙ୍କ ବେଫିକର ନୀତି କାରଣରୁ ସୁରକ୍ଷା ସଂପୂର୍ଣ୍ଣ ହୁଗୁଳା ହୋଇପଡ଼ିଛି । ମାସକ ତଳେ ଏହି...

ସୁକିନ୍ଦା ଚାଷୀଙ୍କ ଜମିରେ ମାଡ଼ିଲା ରେଙ୍ଗାଲି କେନାଲ ପାଣି, ଜୀବନର ଶ୍ରେଷ୍ଠ ଉପଲବ୍ଧି: ପ୍ରଫୁଲ୍ଲ ଘଡେଇ

ସୁକିନ୍ଦା(ସଙ୍କେତ ଖବର)ରେଙ୍ଗାଲି ବାମପାର୍ଶ୍ୱର କେନାଲକୁ ବାସ୍ତବ ରୂପ ଦେଇ ୩ଟି ଜିଲ୍ଲାର କୃଷିକ୍ଷେତ୍ରକୁ ବିକଷିତ କରିଥିବା ପ୍ରଫୁଲ ଚନ୍ଦ୍ର ଘଡ଼ାଇଙ୍କ ଅବଦାନ ଅବର୍ଣ୍ଣନୀୟ। ନିଜର ଅର୍ଥମନ୍ତ୍ରୀତ୍ୱ କାଳରେ...

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ନିମନ୍ତେ ଦୁର୍ଗମ ଅଞ୍ଚଳରେ ସଚେତନତା ସହ...

You cannot copy content of this page