ରାଜ୍ୟ

କରୋନା ଟୀକା କିଣିବା ନିମନ୍ତେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ- ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ବର (ସଙ୍କେତ ଖବର): ରାଜ୍ୟରେ କରୋନା ଲଢେଇକୁ ଅଧିକ ଲକ୍ଷଭେଦୀ ଓ ଫଳପ୍ରଶ୍ନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି...

ମରାଣାତ୍ମକ ଆକ୍ରମଣ କରିବାକୁ ପଛାଇଲା ନାହିଁ ସାଙ୍ଗ ।

ସୁବର୍ଣ୍ଣପୁର (ସଙ୍କେତ ଖବର): ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଫାଣ୍ଡି ଅର୍ନ୍ତଗତ ଗୋବିନ୍ଦପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଙ୍ଗର ବେକକୁ ଧାରୁଆ ଅସ୍ତ୍ରରେ ହାଣିଲା...

ଜିଲ୍ଲା ବାହାର ଲୋକଙ୍କ ଅବାଧ ପ୍ରବେଶ ଚିନ୍ତା ବଢ଼ାଉଛି ।

ବାଲିଗୁଡା (ସଙ୍କେତ ଖବର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଉପରମୁହାଁ ହେଉଥିବା ବେଳେ ତାହାକୁ ରୋକ ଲଗାଇବା ପାଇଁ ସରକାର ମେ୫ ରୁ ୧୯ତାରିଖ ୧୫ଦିନ ଲକ୍ଡ଼ାଉନ୍...

ତୁମୁଡିବନ୍ଧ ଅଞ୍ଚଳକୁ ଜିଲ୍ଲା ବାହାର ଲୋକଙ୍କ ଅବାଧ ପ୍ରବେଶ : ବଢୁଛି ଚିନ୍ତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ କରୋନାର ଦ୍ୱିତୀୟ  ଲହର ଉପରମୁହାଁ ହେଉଥିବା ବେଳେ ତାହାକୁ ରୋକ ଲଗାଇବା ପାଇଁ ସରକାର ମେ୫ ରୁ ୧୯ତାରିଖ ୧୫ଦିନ ଲକ୍...

ଓଏମ୍‌ଜି ରେକର୍ଡ଼ ବୁକରେ ପେପରମ୍ୟାନ ଶଶାଙ୍କ ଶେଖର ଦାଶ

ବରୀ(ସଂକେତ ଖବର ) ବରୀ ମାଟିର ପୁଅ ଓଡ଼ିଶାର ବିଶିଷ୍ଟ ଖବରକାଗଜ ସଂଗ୍ରାହକ ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ହୋଇଥିବା ଶଶାଙ୍କ ଶେଖର ଦାଶଙ୍କ ନାମ ଓଏମ୍‌ଜି...

ଦ୍ବିତୀୟ ବିଶ୍ୱଯୁଦ୍ଧରେ ସିପାହୀଙ୍କ ଧର୍ମପତ୍ନୀଙ୍କୁ ମିଳୁନି ପାରିବାରିକ ଭତ୍ତା ।

ବାଲିଗୁଡା (ସଙ୍କେତ ଖବର): ଦେଶର ସୀମାନ୍ତକୁ ଯବାନମାନେ ଅହରହ ସୁରକ୍ଷା ଦେଉଥିବା ବେଳେ ଆମେ ନିଜ ଘରେ ସୁରକ୍ଷିତ ରହିପାରୁଛୁ। କିନ୍ତୁ ଅତ୍ୟନ୍ତ କ୍ଷୋଭର ବିଷୟ ଜଣେ...

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିଲା ଆର୍ଥିକ ସହାୟତା ।

ଭୂବନେଶ୍ୱର(ସଙ୍କେତ ଖବର): କୋଭିଡ୍ ଯୋଗୁଁ କ୍ଷତିଗ୍ରସ୍ତ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିଲା ଆର୍ଥିକ ସହାୟତା। ପ୍ରତି ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ଦିଆଗଲା ଆର୍ଥିକ ସହାୟତା । ଶ୍ରୀମନ୍ଦିର...

ବିଜୁ ଜନତା ଦଳର ଯୁବକ ମାନଙ୍କ ରନ୍ଧା ଖାଦ୍ୟ ବଣ୍ଟନ ।

ବାଲିଗୁଡ଼ା (ସଙ୍କେତ ଖବର): ଅନାହାର ମୁହଁରେ ମୁଠାଏ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ସଦସ୍ୟମାନେ । ସାରା ଦେଶରେ ମହାମାରୀ...

କୋରନା ସ୍ଥିତି ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ।

ଭୂବନେଶ୍ୱର (ସଙ୍କେତ ଖବର): ରାଜ୍ୟରେ ଆଇସିୟୁ ବେଡ଼ ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି । ଯେଉଁଠି ପ୍ରାଇଭେଟ ସେକ୍ଟରରେ ଆଇସିୟୁ ଅଛି ତାକୁ ବ୍ୟବହାର କରାଯାଉଛି ।...

ଫର୍ନିଚର ଗାଡିରୁ ୮୬,୪୦୦ ଜରିମାନା ଆଦାୟ ।

ଯାଜପୁର (ସଙ୍କେତ ଖବର): ଯାଜପୁର ରୋଡ ଜିଏସଟି ଇନ୍ଫୋର୍ସମେଣ୍ଟ ବିଭାଗ ପକ୍ଷରୁ ବରୁଣ୍ଡେଇ ନିକଟରେ ଏକ ଟ୍ରକରେ ଆସିଥିବା ଫର୍ନିଚର ଗାଡି ଉପରେ ଚଢ଼ାଉ । ୮୬,୪୦୦...

You cannot copy content of this page