ରାଜ୍ୟ

ଝାଲପଡା ସାଇନିଂ କ୍ରିକେଟ୍ ପ୍ରିମିୟର ଲିଗ ଉଦ୍‌ଯାପିତ

ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତ ନିଳକଣ୍ଠପୁର ଭାଗବତ ଖେଳପଡ଼ିଆରେ ସାଇନିଂ କ୍ରିକେଟ୍ ପ୍ରିମିୟର ଲିଗ ଉଦ୍‌ଯାପିତ ହୋଇଯାଇଅଛି । ସ୍ଥାନୀୟ ସାଇନିଂ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ଆୟୋଜିତ...

କୋଭିଡ ମାର୍ଗଦର୍ଶିକା ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ

ଯାଜପୁର, (ସଂକେତ ଖବର) ଆଗାମୀ ସାଧାରଣତନ୍ତ୍ର ଦିବସକୁ ସଦ୍‌ଭାବନା ପୂର୍ବକ ଓ ଶୃଙ୍ଖଳାର ସହ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ...

ଯାଜପୁରରେ ଉନ୍ନୟନ, ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ।

ଯାଜପୁର, (ସଂକେତ ଖବର) ଜନସାଧାଣଙ୍କ ହିତ ଉଦ୍ଦେଶ୍ୟରେ ସରକାର ବିବିଧ ବିକାଶ ଓ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଚ୍ଥନ୍ତି । ଏହାର ସପଂଳ ରୂପାୟନ ପାଇଁ ସଂପୃକ୍ତ...

ଭଗତ ସିଂ ଯୁବକ ସଙ୍ଘ ର ସେବା କାର୍ଯ୍ୟ।

ବ୍ୟାସନଗର( ସଂକେଟଖବର)ବିକୃତ ମସ୍ତିଷ୍କଧାରୀ ବ୍ୟକ୍ତିମାନଙ୍କ ସେବାକଲା ସହିଦ ଭଗତ ସିଂ ଯୁବକ ସଂଘ, ବ୍ୟାସନଗର- ମାନବସେବା ହିଁ ମାଧବ ସେବା ବୋଲି ଭାବି ବ୍ୟାସନଗର ଅଞ୍ଚଳର ପୁରାତନ...

କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନମାନଙ୍କର ରାଜ୍ୟସ୍ତରୀୟ ମିଳିତ କନ୍‌ଭେନସନ

ଭୁବନେଶ୍ୱର, ୧/୧୧ (ସଂକେତ ଖବର) କେନ୍ଦ୍ର ସରକାର ସମଗ୍ର ଦେଶରେ ଶ୍ରମିକ, କୃଷକ, ଗ୍ରାହକ, ଛାତ୍ର, ଯୁବ, ମହିଳା, ଦଳିତ, ସଂଖ୍ୟାଲଘୁ ଇତ୍ୟାଦି ବର୍ଗଙ୍କ ଉପରେ ପ୍ରଚଣ୍ଡ...

ପୁଣି ଅଚଳ ହେଲା ବିଏସଏନଏଲ ଟାୱାର,ଅନଲାଇନ ପାଠ ପଢ଼ାରୁ ବଂଚିତ ଛାତ୍ର ଛାତ୍ରୀ

ଯାଜପୁର :ଯାଜପୁର ବ୍ଲକ ଭୁବନେଶ୍ୱରପୁର ଅଂଚଳରେ ବିଏସଏନଏଲ ଟାୱାରଟି ଗତ ମାସେରୁ ଉର୍ଦ୍ଧ ସମୟ ଧରି ଅଚଳ ହୋଇପଡିଛି । ପଂଳରେ ଏହି ଟାୱାର ଉପରେ ନିର୍ଭର...

ସୁଯୋଗ୍ୟ ସନ୍ତାନ ଗୋଲେଖ। ଗୋଟିଏ ଗାଁ ର ବିକାଶ ପାଇଁ ଖର୍ଚ୍ଚ କଲେ କୋଟିଏ।

ସାଲେପୁର(ସଙ୍କେତ ଖବର) ଗାଁର ପୁଅ କରୋନା ଲକ ଡାଉନ୍ ସମୟରେ ଚେନ୍ନାଇ ରୁ ଗାଁକୁ ଫେରି ଅସଜଡା ଗାଁର ଚିତ୍ର ବଦାଳଇବାକୁ କରିଛି ପଣ। ହଜାରେ ନୁହେଁ...

ଯାଜପୁର :କୋରୋନାରେ ପଂଟୋ ସାମ୍ବାଦିକଙ୍କ ମୃତ୍ୟୁ

ଯାଜପୁର(ସଂକେତ ଖବର)ଯାଜପୁରରେ କାର୍ଯ୍ୟରତ ପଂଟୋ ସାମ୍ବାଦିକ ଅଶୋକ ସାହୁ (୫୫)ଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଅଶୋକ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଦୈନିକ ଖବର କାଗଜ “ମନ୍ଥନ”ରେ...

ପ୍ରଥମ ପର୍ଯ୍ୟାୟରେ ଯାଜପୁରରୁ ୬ ଜଣ ବ୍ୟକ୍ତି ପ୍ଳାଜମା ଦାନ ପାଇଁ ଏସ୍‌.ସି.ବି. ଗଲେ ।

ଯାଜପୁର(ସଂକେତ ଖବର) ପ୍ଳାଜମା ପରି ଏକ ମହତ ଓ ଜୀବନ ଦାନ କାର୍ଯ୍ୟକୁ ଜିଲ୍ଳ୍‌ାର ବରୀ ଅଞ୍ଚଳର ୬ ଜଣ ବ୍ୟକ୍ତି ପବିତ୍ର ସ୍ୱାଧୀନତା ଦିବସରେ ସ୍ୱେଚ୍ଚ୍ଥାକୃତ...

କରୋନା ପରିଚାଳନା ପାଇଁ ବିବିଧ ସବ୍‌-କମିଟି ଗଠିତ : ଦାୟିତ୍ୱରେ ବରିଷ୍ଠ ଅଧିକାରୀ ।

ଯାଜପୁର,(ସଂକେତ ଖବର)କରୋନା ମହାମାରୀକୁ ପ୍ରତିହତ କରିବାକୁ ହେଲେ ଅଧିକ ପରୀକ୍ଷା ନିରୀକ୍ଷା ଜରୁରୀ । ତେଣୁ ଯାଜପୁର ଜିଲ୍ଳ୍‌ାରେ ଅଧିକ ସଂଖ୍ୟକ ପରୀକ୍ଷା ନିରୀକ୍ଷା ପାଇଁ ଭିତିଭୂମି...

You cannot copy content of this page