ରାଜ୍ୟ

ସିଏମ୍‌ସି ପରିମଳ ଟେଣ୍ଡର୍‌କୁ ସରକାରଙ୍କ ଟେକ୍ନିକାଲ୍‌ ଅନୁମତି, ୫୯ ୱାର୍ଡ ୬ଟି ଜୋନ୍‌ରେ ଭାଗ; ୬ ଜୋନ୍‌ ପାଇଁ ହେବ ୬ଟି ଟେଣ୍ଡର୍‌

କଟକ: ସିଏମ୍‌ସି ପରିମଳ ଟେଣ୍ଡର ପାଇଁ ଏବେ ବାଟ ଫିଟିଛି। ସରକାରଙ୍କ ପକ୍ଷରୁ ପରିମଳ ଟେଣ୍ଡର ପାଇଁ ସିଏମ୍‌ସିକୁ ଟେକ୍ନିକାଲ୍‌ ଅନୁମତି ପ୍ରଦାନ କରାଯାଇଛି। ଦୀର୍ଘ ୭ବର୍ଷ ଧରି...

ଟଙ୍କା ନିଅ, ଭୋଟ ଦିଅ କହି ନୋଟ ବାଣ୍ଟୁଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ବାନ୍ଧିଲେ ଗାଁ ଲୋକ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଦୁଇଟି ବ୍ଲକର ବଡ଼ସାହି ଓ ଉଦଳାର ୫ଟି ଜିଲ୍ଲା ପରିଷଦ ଆସନ ତଥା ସରପଞ୍ଚ ଓ ସମିତି ସଭ୍ୟ ଆସନ ପାଇଁ ମତଦାନ...

ପୁଣି ୧୭ କରୋନା ସଂକ୍ରମିତଙ୍କ ପ୍ରାଣହାନି: ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୧୧କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୧୭ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଲେଭଲିଂ ହେଉ ନ ଥିବା କହି ଖସିଯାଉଛି ଇଂଜିନିୟରିଂ ବିଭାଗ, ୩୩ ବର୍ଷର ପୁରୁଣା ଡ୍ରେନ୍‌ର ମରାମତି କରୁନି ସିଏମ୍‌ସି

କଟକ: ମହାନଗର ନିଗମ ୱାର୍ଡ ନମ୍ବର ୫୨ ଓ ୫୩ର ୪୦ ହଜାରରୁ ଅଧିକ ବାସିନ୍ଦା ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ପାଇଁ ଦୀର୍ଘ ବର୍ଷଧରି ଜଳବନ୍ଦୀ ସମସ୍ୟା...

ପୁରୀ ଅଭିମୁଖେ ରାଷ୍ଟ୍ରପତି: ଭୁବନେଶ୍ବର ବିମାନବନ୍ଦରରେ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ତାଙ୍କୁ ସ୍ବାଗତ କରିଛନ୍ତି।...

ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଦରମା ହେରଫେର ଘଟଣା, ଏସ୍‌ସିବିରେ ୫ଜଣିଆ ଟିମ୍‌ର ସ୍ବତନ୍ତ୍ର ଅଡିଟ୍‌ ଆରମ୍ଭ

ବିଭିନ୍ନ ଫାଇଲ ସହ ଗ୍ରେଡେସନ୍‌, କ୍ୟାଡର ତାଲିକା ଓ ପଦୋନ୍ନତି ବୈଠକ ବିବରଣୀ ମାଗିଲେ କଟକ: ଏସ୍‌ସିବି ମେଡିକାଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ତୃତୀୟ ଶ୍ରେଣୀ କର୍ମଚାରୀମାନଙ୍କର ଦରମାକୁ ନେଇ...

ଜଗତସିଂହପୁର: ବୁଥରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦୁଇଟି ବୁଥରୁ ଦୁର୍ବୃତ୍ତମାନେ ଭୋଟ ବାକ୍ସ ନେଇ ପଳାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୬ଟା ବେଳେ ଦୁର୍ବୃତ୍ତମାନେ...

ଶିଳାନ୍ୟାସ‌ରେ ଲଟକିଛି କମ୍ୟୁନିଟି ସେଣ୍ଟର: ୬ ବର୍ଷରେ ବି ପଡ଼ିଲାନି ଇଟା ଖଣ୍ଡେ

ଭୁବନେଶ୍ୱର : ୨୦୧୬ ମସିହାରେ ଶିଳାନ୍ୟାସ ହେଲା। ଖୋଦ୍ ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଶିଳାନ୍ୟାସ କଲେ। ସ୍ଥାନୀୟ ବିଧାୟକ ଓ...

ଅଲଣ୍ଡା ଗୋଷ୍ଠୀ ସଂଘର୍ଷ ଓ ଭୋଟ୍ ବାକ୍ସ ଲୁଟ୍ ଘଟଣା: ଆଉ ଛଅଜଣଙ୍କୁ ବାନ୍ଧିଲା ପୁଲିସ, ଗିରଫ ସଂଖ୍ୟା ୧୪କୁ ବୃଦ୍ଧି

ପୁରୀ: ପଞ୍ଚାୟତ ନିର୍ବାଚନ ବେଳେ ସଂଘଠିତ ପୁରୀ ଜିଲ୍ଲାର ଅଲଣ୍ଡା ଗୋଷ୍ଠୀ ସଂଘର୍ଷ ଓ ଭୋଟ୍ ବାକ୍ସ ଲୁଟ୍ ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି...

ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର

ଭୁବନେଶ୍ବର: ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର ସୁକାନ୍ତ ଜେନା। ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ସୁକାନ୍ତ ଜେନାଙ୍କୁ ଆଜି କୋର୍ଟରେ ହାଜର...

You cannot copy content of this page