ତାଜା ଖବର

ବନ୍ଦ ହେଇଯିବ ପେଂସବୁକ ଓ ଟ୍ୱିଟର ଭଳି ସୋସିଆଲ ମିଡିଆ!

ନୂଆଦିଲ୍ଲୀ:ଆସନ୍ତାକାଲି ଠାରୁ ଭାରତରେ ପେଂସବୁକ ଏବଂ ଟ୍ୱିଟର ଭଳି ପ୍ରତିଷ୍ଠିତ ସୋସିଆଲ ମିଡିଆ ପ୍ଲାଟପଂର୍ମ ବନ୍ଦ ହେଇଯିବକି? ଆଜି ଏହି ବିଷୟକୁ ନେଇ ଦେଶର ଜାତୀୟ ଗଣମାଧ୍ୟମ...

ସମ୍ଭାବ୍ୟ ବାତ୍ୟା “ୟାସ୍‌” ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ:ଜିଲାପାଳ

ଯାଜପୁର (ସଙ୍କେତ ଖବର): ବାତ୍ୟା “ୟାସ” ରେ ଉପକୁଳବର୍ତୀ ଜିଲ୍ଲା ଗୁଡିକ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି...

ସମ୍ଭାବ୍ୟ ବାତ୍ୟା ପାଇଁ 10 ଜିଲାରେ ଦୋକାନ ବଜାର ଖୋଲିବା ସମୟ ବଦଳିଲା

ଭୁବନେଶ୍ୱର(ସଙ୍କେତ ଖବର) ଆସୁଛି ସାମୁଦ୍ରିକ ଝଡ଼ "ୟାସ"। ଏଥିପାଇଁ ଉପକୂଳବର୍ତୀ ଜିଲା ମାନଙ୍କ ରେ ହାଇ ଆଲର୍ଟ କରାଯାଇଛି। ରାଜ୍ୟ ରେ ଗତ ଦୁଇ ଦିନ ଧରି...

ସୁକିନ୍ଦା ଇମ୍ଫା ଖଣିରେ ଥିବା କ୍ରସରରେ ଦୁର୍ଘଟଣା: ଜଣେ ମୃତ। Breaking News

ଯାଜପୁର (ସଙ୍କେତ ଖବର ): ସୁକିନ୍ଦା କାଳିଆପାଣି ସ୍ଥିତ ଇମ୍ଫା ଖଣି ମଧ୍ୟରେ ଥିବା କ୍ରସରରେ ଆଜି ରାତି ୯ ଘଟିକା ସମୟରେ ଦୁର୍ଘଟଣା ଘଟିଥିବା ବେଳେ...

କୋରେଇ:ମୁକୁନ୍ଦପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର (ସଙ୍କେତ ଖବର): ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି...

କୋଭିଡ୍ ଗାଇଡଲାଇନର ଖୋଲା ଉଲ୍ଲଂଘନ କଲେ ସୁକିନ୍ଦା ତହସିଲଦାର, ନାଚିଲେ ଓ ନଚାଇଲେ

ଯାଜପୁର (ସଙ୍କେତ ଖବର): ଓଡିଶାରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ସରକାର ଲକଡାଉନ୍ ଓ ସପ୍ତାହନ୍ତ ସଟଡାଉନ୍ ଭଳି କଡା ପ୍ରତିବନ୍ଧକ ଲାଗୁ କରିଛନ୍ତି। ଆଉ...

ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗର ଉଚ୍ଚ ସ୍ଥରୀୟ ବୈଠକ

ଭୂବନେଶ୍ୱର(ସଙ୍କେତ ଖବର): ବାତ୍ୟା ମୁକାବିଲା ପାଇଁ ଆଜି ଗ୍ରୀଡ଼କୋ ରେ ଶକ୍ତି ବିଭାଗର ଉଚ୍ଚ ସ୍ତରୀୟ ବୈଠକ । ବୈଠକ ରେ ଶକ୍ତି ବିଭାଗର ସମସ୍ତ ବରିଷ୍ଠ...

ଭୁବନେଶ୍ୱର ପୋଖରିପୁଟ ଅଂଚଳରେ ଜଳିଗଲା ୮ଟି ଦୋକାନ । Breaking News

ଭୂବନେଶ୍ୱର(ସଙ୍କେତ ଖବର): ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ। ପୋଖରିପୁଟ ଅଂଚଳରେ ଥିବା ମଧୂସୁଦନ ପାର୍କ ନିକଟରେ ଜଳିଗଲା ୮ଟି ଦୋକାନ । କେଉଁ କାରଣରୁ ନିଆଁ ଲାଗିଛି ତାହା...

ୱେବସାଇଟ୍ ମାଧ୍ୟମରେ କୋଭିଡ୍ ଟେଷ୍ଟ୍ ରିପୋର୍ଟ ପ୍ରଦାନ ବ୍ୟବସ୍ଥା

ଭୂବନେଶ୍ୱର(ସଙ୍କେତ ଖବର): ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା;...

ଯାଜପୁର:ସାମୁଦ୍ରିକ ଝଡ “ୟାସ” ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ଯାଜପୁର(ସଙ୍କେତ ଖବର): ଆସୁଛି ସାମୁଦ୍ରିକ ଝଡ "ୟାସ" । ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡର ପ୍ରଭାବରେ ଉପକୂଳବର୍ତି ଅଂଚଳ ଗୁଡିକରେ ପ୍ରବଳ ବର୍ଷା ଓ ପବନ...

You cannot copy content of this page