ତାଜା ଖବର

ସୁକିନ୍ଦା; ବିଦ୍ୟୁତ ସବ ଷ୍ଟେସନ ଉଦଘାଟିତ

ସୁକିନ୍ଦା(ସଂକେତ ଖବର) ସୁକିନ୍ଦା ବ୍ଲକ ର ରାଁସୋଳ, କଙ୍କଡାପାଳ, ପିମ୍ପୁଡିଆ, କୁହିକା ଓ ଦୁଦୁଝରୀ ପଞ୍ଚାୟତବାସୀଙ୍କ ବହୁ ଦିନର ଦାବି ଶେଷରେ ପୂରଣ ହୋଇଛି । ଦୁଦୁଝରୀ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ।

ଭୁବନେଶ୍ୱର(ସଙ୍କେତ ଖବର) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ...

ସୁକିନ୍ଦାରେ ବିଜେଡିର ମିଶ୍ରଣ ପର୍ବ,ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ସାମିଲ ହେଲେ।

ସୁକିନ୍ଦା(ସଂକେତ ଖବର) ସୁକିନ୍ଦା ବ୍ଲକ କାଳିଆପାଣିରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେପି,କଂଗ୍ରେସ ଛାଡି ୨୪୮ ଜଣ ବିଜେଡିରେ ଯୋଗ ଦେଇଛନ୍ତି। ଏହି...

ଅଫତାବଙ୍କ ଅନନ୍ୟ ଭକ୍ତି,ଘୋଷଯାତ୍ରା ପାଇଁ ଗଲେ ସୁପ୍ରିମକୋର୍ଟ।

"ମନ୍ଦିର ହେଉକି ମସଜିଦ୍ ମୋ ପାଇଁ କିଛି ଫରକ ପଡେନା। ସାମାଜିକ କଟକଣା ପାଇଁ ମୁଁ ମନ୍ଦିର ଯାଏନି। ମୁଁ ଜଣେ ମଣିଷ ହିସାବରେ ଆମର ପାଳନକର୍ତ୍ତା...

ବଲିଉଡ ଅଭିନେତା ସୁଶାନ୍ତ ସିଂ ଆରପାରିରେ।

ଜୀ ଟିଭି ର ପ୍ରସିଦ୍ଧ ଧାରାବାହିକ "ପବିତ୍ର ରିସ୍ତା" ରୁ ଚର୍ଚ୍ଚାକୁ ଆସିଥିଲେ ସୁଶାନ୍ତ , ସୁଶାନ୍ତ ଙ୍କ ପ୍ରଥମ ଧାରାବାହିକ #ଷ୍ଟାରପ୍ଲସ୍ ର କିସ୍ ଦେଶ...

ଘୋର ସଙ୍କଟରେ ନିଳାଚଳ କାରଖାନା, ଦୁଇ ମାସରେ ଗଲାଣି ଦୁଇ ଶ୍ରମିକଙ୍କ ଜୀବନ

ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗଢି ଉଠିଥିବା ରାଜ୍ୟର ଅନ୍ୟତମ ରାଷ୍ଟ୍ରାୟତ ଉଦ୍ୟୋଗ ନିଳାଚଳ ଇସ୍ପାତ ନିଗମରେ ଦେଖାଯାଇଛି ଅଭାବନୀୟ ପରିସ୍ଥିତି। ଦୁଇ ମାସରୁ ଉର୍ଦ୍ଧ ଧରି...

ବିଂଝାରପୁର:ଭାସିଯାଉଥିବା ବୃଦ୍ଧା ଙ୍କୁ ଉଦ୍ଧାର କଲେ ଯୁବକ।

ବିଂଝାରପୁର(ସଂକେତ ଖବର):ପ୍ରବଳ ନଦୀ ସ୍ରୋତରେ ଜଣେ ବୃଦ୍ଧା ଭାସିଯାଉଥିବା ବେଳେ ଉଦ୍ଧାର କଲେ ଯୁବକ । ଆଉ ଏହି ସମୟରେ ଭିଡିଓ କଏଦ ହୋଇଛି ମୋବାଇଲ କ୍ୟାମେରାରେ...

ମାସ୍କ କେଳେଙ୍କାରି ଘଟଣା ରେ ଜିଲ୍ଲାପାଳ ଅଫିସ ଘେରିଲା କଂଗ୍ରେସ।

ଯାଜପୁର(ସଂକେତ ଖବର) ସାରା ରାଜ୍ୟରେ କୋରୋନା ଯୁଦ୍ଧ ନାଁରେ କୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଯାଜପୁର ଜିଲା କଂଗ୍ରେସ ପକ୍ଷରୁ...

କଳିଙ୍ଗନଗର ରେ ପ୍ରତିଷ୍ଠା ହେବ ଆଉ ୩୬ କାରଖାନା ।

କଳିଙ୍ଗନଗର(ସଂକେତ ଖବର) ଶିଳ୍ପ ସମୃଦ୍ଧ କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ ଆହୁରି ୩୬ଟି କାରଖାନା। ପ୍ରସ୍ତାବିତ କାରଖାନା ଗୁଡିକ ପାଇଁ ଇଡକୋ ପକ୍ଷରୁ ଜମି ଅଧିଗ୍ରହଣ ସରିଛି।...

ଖୋଲିବ ନିଳାଚଳ ଇସ୍ପାତ: ରଜ ଆଗରୁ କର୍ମଚାରୀଙ୍କୁ ମିଳିବ ମାସକର ଦରମା

କଳିଙ୍ଗନଗର(ସଙ୍କେତ ଖବର) କର୍ମଚାରୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାରୀ ଉଦ୍ୟୋଗ ନିଳାଚଳ ଇସ୍ପାତ ନିଗମର କର୍ତ୍ତୃପକ୍ଷ। ୪ମାସ ଦରମା ନଦେଇ,ଏକପାଖିଆ ଭାବେ କାରଖାନା ବନ୍ଦ ରଖିଥିବା...

You cannot copy content of this page