ତାଜା ଖବର

ବିଦେଶିନୀ ମହିଳାଙ୍କ ବିୟୋଗ

ଯାଜପୁର : ଦାନଗଦି ବ୍ଲକ୍ ନଡ଼ିଆଭଙ୍ଗା ପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ଆଲୋକ ବର୍ତ୍ତିକା ଜଳାଇବାରେ ସହାୟକ ହୋଇଥିବା ଜର୍ମାନୀ ନାଗରିକ ତଥା ଗେରଲିନ୍ଡେ...

ହରିୟାଣାରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଜନନାୟକ ଜନତା ପାର୍ଟି ସରକାର

ନୂଆଦିଲ୍ଲୀ:ହରିୟାଣାରେ ସରକାର ଗଢ଼ିବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ରାଜ୍ୟରେ ସରକାର ଗଢ଼ିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଜନନାୟକ ଜନତା ପାର୍ଟି  (ଜେଜେପି)...

ବାଉଁଶ ପୋଲ ପାଲଟିଛି ସ୍ଥାନୀୟ ଗ୍ରାମବାସୀଙ୍କ ଲାଇପଂ ଲାଇନ

    ଯାଜପୁର(ସଂକେତ ଖବର ବ୍ୟୁରୋ) ବାଉଁଶ ପୋଲ ପାଲଟିଛି ସ୍ଥାନୀୟ ଗ୍ରାମବାସୀଙ୍କ ଲାଇପଂ ଲାଇନ । ଏହି ବାଉଁଶ ପୋଲ ସାଜିଛି ଯାଜପୁର ଓ ଭଦ୍ରକ...

ବିରଜାକ୍ଷେତ୍ର ହେଲା ଶ୍ରୀକ୍ଷେତ୍ର

ଯାଜପୁର (ସଂକେତ ଖବର ବ୍ୟୁରୋ) ବିଶ୍ୱ ଜଗନ୍ନାଥ ଚେତନା ସଂସଦ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ଆୟୋଜିତ ୩୭ତମ ଶ୍ରୀ ଜଗନ୍ନାଥ ମହାଧିବେଶନ ଶୁକ୍ରବାର ଦିନ ଆରମ୍ଭ...

୩ୟ ଜାତୀୟ ରୁରାଲ ଅଲିମ୍ପିକ୍ସ ଗେମ୍ସରେ ଓଡିଶା କବାଡି ଦଳ ଚାମ୍ପିଆନ

ଭୁବନେଶ୍ୱର (ସଂକେତ ଖବର ବ୍ୟୁରୋ) ଜାତୀୟ ସ୍ତରୀୟ କବାଡି ପ୍ରତିଯୋଗୀତାରେ ଓଡିଆ ଖେଳାଳୀଙ୍କ ସପଂଳତା । ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ୩ୟ ଜାତୀୟ ରୁରାଲ ଅଲିମ୍ପିକ୍ସ ...

ଅଶୋକଙ୍କ ସ୍ମୃତିରେ ମିନି ମାରାଥନ ଏବଂ ସର୍ବଦଳୀୟ ସଭା

ଯାଜପୁର(ସଂକେତ ଖବର ବ୍ୟୁରୋ) ଯାଜପୁର ର ବରପୁତ୍ର ତଥା ରାଜ୍ୟ ର ପୂର୍ବତନ ବିରୋଧୀ ଦଳ ନେତା ଅଶୋକ ଦାସଙ୍କ ସ୍ମୃତିରେ ଆୟୋଜିତ ହୋଇଛି ମିନିମାରାଥନ ।...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨ୟ କଳିଙ୍ଗନଗର ମହୋତ୍ସବ ଉଦଘାଟିତ ।

ଯାଜପୁର (ସଂକେତ ଖବର ବ୍ୟୁରୋ) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନରେ କଳିଙ୍ଗନଗର ଗସ୍ତ କରି 2ୟ କଳିଙ୍ଗନଗର ମହୋତ୍ସବର ଉଦଘାଟନ କରିଥିଲେ । ଯଖପୁରା ଠାରେ...

You cannot copy content of this page