ତାଜା ଖବର

ପାଣିକୋଇଲିରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏକାଠି ହେଲେ ସବୁ ଦଳ,ଆନ୍ଦୋଳନ ପାଇଁ ଶାଣିତ ହେଲା ସ୍ୱର

ଯାଜପୁର:(ସଂକେତ ଖବର ବ୍ୟୁରୋ) ଯାଜପୁର ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିବାଦ ବଢ଼ିବାରେ ଲାଗିଛି । ମୁଖ୍ୟତଃ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନ ଚୟନକୁ...

ପ୍ରେମ ଓ ପ୍ରେମିକା ପାଇଁ ପତ୍ନୀକୁ ହତ୍ୟା କରି ଯୁବକ ଗିରପଂ

ଭୁବନେଶ୍ୱର (ସଂକେତ ଖବର କ୍ରାଇମ ବ୍ୟୁରୋ) ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ମହାବୀର ଛକ ନିକଟରେ ଏକ କାରରୁ ଶିକ୍ଷୟିତ୍ରୀ ତନୁଜା ଆଇଚଙ୍କ ମୃତଦେହ ଜବତ...

ଦାମଙ୍କ ବୟାନ ବାସ୍ତବ ନା ବାହାସ୍ପୋଟ: ପ୍ରପୁଂଲ୍ଲ

ଯାଜପୁର(ଏସ ରାୟ): କିଛି ଦିନ ତଳେ ଦଳରୁ ବିଦା ହୋଇଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି । ଆସନ୍ତା ୭...

ଭଉଣୀକୁ ରକ୍ଷାକରିବାକୁ ଯାଇ ନଦୀରେ ଭାସିଗଲା ଭାଈ

ଯାଜପୁର:ଭଉଣୀକୁ ରକ୍ଷା କରିବାକୁ ଯାଇ ଭାଇ ନଦୀରେ ଭାସିଯାଇ ନିଖୋଜ । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲା ବିଂଝାରପୁର ବ୍ଲକ ଯଜ୍ଞପଡିଆ ନିକଟରେ ଘଟିଛି ।...

ରେଳରୋକ ଯୋଗୁଁ ଟ୍ରେନରେ ପ୍ରସବ କଲେ ମହିଳା

ଜଳେଶ୍ୱର (ସଂକେତ ଖବର ବ୍ୟୁରୋ) ଅନେକ ସମୟରେ ଆନ୍ଦୋଳନ ଓ ରାସ୍ତାରୋକ ର କୁ ପ୍ରଭାବ ପ୍ରାୟ ସମସ୍ତେ ଅନୁଭବ କରିଛନ୍ତି । ଆନ୍ଦୋଳନ ପାଇଁ ଅନେକଙ୍କ...

୫ରେ ବିଜୁ ଯୁବ ଜନତା ଦଳର ମହାସମାବେଶ,ଯୋଗ ଦେବେ ୩୦ ହଜାରରୁ ଉର୍ଦ୍ଧ ଯୁବକ

କ୍ରମାଗତ ତୈଳ ଦର ବୃଦ୍ଧିର ଜବାବ ଦେବ ବିଜୁ ଯୁବ ଜନତା ଦଳ: ପ୍ରତାପ ମହାନ୍ତି । ଯାଜପୁର (ଏସ ରାୟ): ଦେଶରେ ଯେଉଁଭଳି ପ୍ରତିଦିନ ହୁ...

ପଂସେଇବାକୁ ଆସି ପଂସିଗଲେ ମଦ ବ୍ୟବସାୟୀ,ହାତ ଗୋଡ ବାନ୍ଧି ଦେଲେ ଗ୍ରାମବାସୀ

ପାଣିକୋଇଲି (ସଂକେତଖବର):କଥାରେ ଅଛି ଯେ ପାଂଚେ ପରର ମନ୍ଦ ତା ପାଇଁ ପାଂଚନ୍ତି ଗୋବିନ୍ଦ । ଏହା ବାରମ୍ବାର ପ୍ରମାଣିତ ମଧ୍ୟ ହୋଇଛି । ଆଜି ମଧ୍ୟ...

କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାର ରୂପ ନେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେଉଛି । ଆଜି ସକାଳ ସୁଦ୍ଧା ଏହା ଡିପ୍‌ ଡିପ୍ରେସନରେ ପରିଣତ ହୋଇଥିଲା । ଆସନ୍ତା ୨୪...

ପୁଅ ଗିରପଂ ପରେ ବାପାକୁ ଟିକେଟ୍ ମିଳିବ ତ?

କେନ୍ଦୁଝର (ସଂକେତ ଖବର ବ୍ୟୁରୋ) ପୋଲିସ ଉପରେ ଆକ୍ରମଣ କରିବା ଅଭିଯୋଗରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ଓରପଂ ଟୁଟୁ...

You cannot copy content of this page