ଦେଶ ବିଦେଶ

ଦିଲ୍ଲୀରେ ଇଞ୍ଜିନିୟର ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ(କିଶୋର ଦ୍ବିବେଦୀ) ଦିଲ୍ଲୀଠାରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଏଠାକାର ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ...

ବିନା ରାଜ୍ୟରେ ରାଜା: ଗଜପତି ପୁସ୍ତକ ଉନ୍ମ‌ୋଚନ

ନୁଆଦିଲ୍ଲୀ(ସଙ୍କେତ ଖବର) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତିଙ୍କର ନିଜ ପାଇଁ କୌଣସି ରାଜ୍ୟର ଆବଶ୍ୟକତା ନାହିଁ। ବରଂ ଜଗତର ନାଥଙ୍କର ଅନ୍ତରଙ୍ଗ ସେବାକାରୀ ହିସାବରେ...

ଗୁଜୁରାଟ ଅଡାଲଜରେ ରଥଯାତ୍ରା

ଅହମଦାବାଦ(ସଂକେତ ଖବର)-ଗୁଜୁରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ଼ ବାଧକତା...

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

ନୂଆଦିଲ୍ଲୀ(ସଂକେତ ଖବର) ଓଡ଼ିଆ ସୋସିଓ କଲ୍‍ଚରାଲ୍‍ ଆସୋସିଏସନ୍‍, ନେଦରଲ୍ୟାଣ୍ଡସ (ଓସକାନ) ତରଫରୁ ନିକଟରେ ରଜ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍‍ଟ...

ଓଡ଼ିଆ ସମାଜ ଆବୁଧାବି ତରଫରୁ ଉତ୍କଳ ଦିବସ ପାଳନ

ଆବୁଧାବି(ସଙ୍କେତ ଖବର): ଓଡ଼ିଆ ସମାଜ ଆବୁଧାବି (ଓସା) ତରଫରୁ ପ୍ରବଳ ଆନନ୍ଦ, ଉଲ୍ଲାସ ଓ ଉତ୍କଣ୍ଠା ମଧ୍ୟରେ ଉତ୍କଳ ଦିବସ ପାଳନ କରାଯାଇଛି । ଉତ୍କର୍ଷ-୨୦୨୨ ଶୀର୍ଷକ...

ବାହାରିନ ଓଡ଼ିଆ ସମାଜ ତରଫରୁ ଉତ୍କଳ ଦିବସ ପାଳନ

ବାହାରିନ(ସଂକେତ ଖବର) ବାହାରିନ ଓଡ଼ିଆ ସମାଜ (ବାଓସ) ତରଫରୁ ଉତ୍କଳ ଦିବସ - ୨୦୨୨ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଏଠାକାର ଇଣ୍ଡିଆନ୍ କ୍ଳବ୍...

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆଦିଲ୍ଲୀ(ସଂକେତ ଖବର)ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମଞ୍ଚରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଭର୍ଚ୍ଚୁଆଲ ସମାବେଶରେ ଦେଶର...

କିଶୋର ଦ୍ୱିବେଦୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ନୋଏଡ଼ା(ସଂକେତ ଖବର) ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ)ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ହାଇଫାଇଭ ଗ୍ଲୋବାଲ ନେଟୱାର୍କସ ଏବଂ ଜାତୀୟ ରାଜଧାନୀ...

ଏମ୍‌ସ ରେ ସ୍ନାୟୁ ସର୍ଜରୀର ୧୦ମ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର(ସଂକେତ ଖବର) ଏମ୍‌ସ ଭୁବନେଶ୍ୱରର ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପକ୍ଷରୁ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଫେରାଲ୍ ନର୍ଭ ସର୍ଜରୀ (ଆଇଏସପିଏନଏସ) ର ୧୦ମ...

ୱାର୍ଲ୍ଡ ଓଡ଼ିଶା ସୋସାଇଟି ପକ୍ଷରୁ ‘ଶକ୍ତି ଉତ୍ସବ’ ଆୟୋଜନ

ନୂଆଦିଲ୍ଲୀ(ସଂକେତ ଖବର) ସାରା ବିଶ୍ୱରେ ଶାନ୍ତି, ସହଂତି ଏବଂ ସନ୍ତୁଷ୍ଟି ପ୍ରତିଷ୍ଠା କ୍ଷେତ୍ରରେ ୱାର୍ଲ୍ଡ ଓଡ଼ିଶା ସୋସାଇଟି (ୱାଓସୋ) ପ୍ରଭାବଶାଳୀ ଭୂମିକା ନିର୍ବାହ କରିପାରିବ ବୋଲି ରାଜ୍ୟପାଳ...

You cannot copy content of this page