ବିଦାହେଲେ ଦାମ ବିଜେଡିରୁ ବହିସ୍କୃତ ହେଲେ ବରିଷ୍ଠ ବିଜେଡି ନେତା ଡା ଦାମୋଦର ରାଉତ

0

 

ବିଦାହେଲେ ଦାମ

 

ବିଜେଡିରୁ ବହିସ୍କୃତ ହେଲେ ବରିଷ୍ଠ ବିଜେଡି ନେତା ଡା ଦାମୋଦର ରାଉତ . ଗତ କିଛି ଦିନ ଧରି ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରୁଥିବା ଦାମଙ୍କୁ ବିଦା ହେବାକୁ ପଡିଛି । ସରକାରଙ୍କ ବିଭିନ୍ନ ବିଭାଗର ଦୁର୍ନିତିକୁ ପର୍ଦ୍ଦାପାଂଶ କରି ବିରୋଧୀଙ୍କ ଭଳି ସମାଲୋଚନା କରୁଥିବା ଡାକ୍ତର ଦାମୋଦର ରାଉତଙ୍କୁ ଆଜି ଦଳ ପକ୍ଷରୁ ବହିସ୍କୃତ କରାଯାଇଛି । ତେବେ ଆଗକୁ ଦାମ ଙ୍କ ପଦକ୍ଷେପ କଣ ରହୁଛି ତା ଉପରେ ରହିଛି ସମସ୍ତଙ୍କର ନଜର ।

Leave a Reply

Your email address will not be published. Required fields are marked *

You cannot copy content of this page