ଦୂତୀକୁ ମିଳୁ ଅର୍ଜୁନ ପୁରସ୍କାର

0

ଓଡିଶାର ଦୌଡରାଣି ଦୂତି ଚାନ୍ଦଙ୍କୁ ଭାରତର ମର୍ଯ୍ୟାଦା ଜନକ କ୍ରିଡା ପୁରସ୍କାର ଅର୍ଜୁନ ଆୱାର୍ଡ ପ୍ରଦାନ କରିବାକୁ ଦାବୀ କରିଛନ୍ତି ଦୂତିଙ୍କ ମା ଅଖଜି ଚାନ୍ଦ । ଅଖଜି କହିଛନ୍ତି ଯେ ଦୂତି ଉଭୟ ରାଜ୍ୟ ଓ ଦେଶ ପାଇଁ ଅନେକ ସୁନାମ ଓ ଗୌରବ ଆଣିଛନ୍ତି । ଚଳିତବର୍ଷ ଦୂତି ଙ୍କୁ ଏହି ପୁରସ୍କାର ପ୍ରଦାନ କଲେ ଦୂତି ଆହୁରି ଆଗକୁ ଭଲ ପ୍ରଦର୍ଶନ କରିବ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଜୁନ ପୁରସ୍କାର ପାଇଁ କେନ୍ଦ୍ରକୁ ସୁପାରିଶ କଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ମା ଅଖଜି ।

Leave a Reply

Your email address will not be published. Required fields are marked *

You cannot copy content of this page