ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ।

0

ଯାଜପୁର (ସଙ୍କେତ ଖବର): ସ୍ୱେଚ୍ଛାସେବୀ ସିଦ୍ଧାର୍ଥ ଶଙ୍କର ଦାସଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୧୧ ହଜାର ୧୧୧ ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ଙ୍କ ମାଧ୍ୟମରେ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି । ପାଂଉଣ୍ଡେସନ ପକ୍ଷରୁ ଭବପ୍ରସାଦ ଦାସ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଚେକ ପ୍ରଦାନ କରିଥିଲେ । ଏହା ପରେ ପାଂଉଣ୍ଡେସନ ପକ୍ଷରୁ ଯାଜପୁର ଥାନା ପରିସରରେ କେରୋନା ଯୋଦ୍ଧା ମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା । ଗତ ବର୍ଷ କୋରୋନା ସମୟରେ ସିଦ୍ଧାର୍ଥଙ୍କର ପରଲୋକ ଘଟିଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page