ଯାଜପୁର ଜିଲ୍ଲା ବଡଚଣା ଥାନା ରାମଚନ୍ଦ୍ରପୁର ନିକଟସ୍ଥ କେନାଲ ରେ ବୁଡି ଜଣଙ୍କ ର ମୃତ୍ୟୁ। ମୃତକ ହେଲେ ଶବର ସାହିର ଚକରା ଦେହୁରୀ । ସେ ହାଇଲେବୁଲ୍ କେନାଲ ରେ ଗାଧୋଇଲା ବେଳେ ପାଣିରେ ବୁଡିଯାଇଥିଲେ। ସେ ସ୍ଥାନୀୟ ରାଜ୍ୟ ପଣ୍ୟାଗାର ନିଗମ ରେ ଶ୍ରମିକ ଭାବେ କାମ କରୁଥିଲେ । କାମ ସାରି ଗାଧେଇ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଶବ ଉଧାର କରିଛି । ବଡଚଣା ପୋଲିସ ଶବକୁ ଜବତ କରିବା ସହ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଶବ ବ୍ୟବଚ୍ଛେଦ କରିଛି।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦମକଳ ବାହିନୀ

Leave a Reply

Your email address will not be published. Required fields are marked *

You cannot copy content of this page