ଆରପାରିରେ ଗଣନାଥ ପାତ୍ର
![](https://www.sanketkhabar.com/wp-content/uploads/2020/06/FB_IMG_1591508491606.jpg)
ନକ୍ସଲ ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ତଥା ବିଶିଷ୍ଠ ରସାୟନବିତ୍ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ପ୍ରାଧ୍ୟାପକ ଗଣନାଥ ପାତ୍ର ଆଉ ନାହାନ୍ତି। ଅଧ୍ୟାପକ ଭାବରେ ପ୍ରଥମେ ନୟାଗଡ଼ ଆଉ ପରେ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ଗଣନାଥ ଅନ୍ୟତମ ବାମପନ୍ଥୀ ନେତା ନାଗଭୁଷଣ ପଟ୍ଟନାୟକ ଏବଂ ଭୁବନ ମୋହନ ପଟ୍ଟନାୟକଙ୍କ ସମ୍ପର୍କରେ ଆସି ୧୯୬୮ ମସିହାରେ ନକ୍ସଲ ଆନ୍ଦୋଳନରେ ପ୍ରତ୍ୟକ୍ଷ ଆନ୍ଦୋଳନରେ ସାମିଲ ହୋଇଥିଲେ । ଗଣନାଥଙ୍କ ମୃତ୍ୟୁରେ ଅନେକ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି
ବିରଞ୍ଚି ନାରାୟଣ ଦାସ