ବୁଧବାର ପର୍ଯ୍ୟନ୍ତ ଜାରି ରହିବ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0

କଟକ : ସାରା ରାଜ୍ୟରେ ଚାଲୁ ରହିଥିବା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାର ପର୍ଯ୍ୟନ୍ତ ଜାରି ରହିବ। ହାଇକୋର୍ଟ ବାର ଆସୋସିଏସନ୍‍ ଏବଂ ରାଜ୍ୟ ଓକିଲ ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ସାରା ରାଜ୍ୟରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ତେବେ ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ମୁଖ୍ୟ ବିଚାରପତିଙ୍କୁ ଆଇନଜୀବୀଙ୍କ ଏକ ପ୍ରତିନିଧି ଦଳ ଭେଟିବ ବୋଲି ସ୍ଥିର ହୋଇଛି।

 

Leave a Reply

Your email address will not be published. Required fields are marked *

You cannot copy content of this page