ବର୍ଷିଆନ ସାମ୍ବାଦିକ ଜିମୁତ ମଙ୍ଗରାଜ ଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ।

0

ଭୁବନେଶ୍ୱର(ସଂକେତ ଖବର)ବରିଷ୍ଠ ସାମ୍ବାଦିକ ଡ଼.ଜୀମୁତ ମଙ୍ଗରାଜଙ୍କର ସଡକ ଦୁର୍ଘଟଣାରେ ପରଲୋକ ଘଟିଛି । ସେ ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିବା ବେଳେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସନ୍ଧ୍ୟା ସମୟରେ ଜାଆଁଳା ମେଡିକାଲ୍‌ ନିକଟରେ ସଡକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ପୋଲିସ ସୂଚନା ଦେଇଛି ।ଜିମୁତ ଏକାଧାରରେ ଜଣେ ସାମ୍ବାଦିକ,ସ୍ତମ୍ଭକାର, ସମ୍ପାଦକ ଥିଲେ। ସେ ମଧ୍ୟ ରାଜ୍ୟ ରାଜନୀତି ସମ୍ପର୍କରେ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ସେ ବିଭିନ୍ନ ବିଷୟରେ ମଧ୍ୟ ଡକ୍ଟରେଟ ଲାଭ କରିଥିଲେ। ତାଙ୍କ ବିୟୋଗ ରେ ରାଜ୍ୟ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

You cannot copy content of this page