ରାୟଗଡ଼ା ରେ ବଜ୍ରପାତ,6 ଗୋରୁ ମୃତ।
![](https://www.sanketkhabar.com/wp-content/uploads/2020/06/IMG-20200603-WA0039-1024x576.jpg)
ରାୟଗଡା(ସଙ୍କେତ ଖବର)
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଡେଗାଲ ବୁଡୁଣି ଗ୍ରାମ ରେ ବଜ୍ରପାତ ରେ ୬ ଗୋରୁ ଙ୍କ ମୃତ୍ଯୁ ଘଟିଛି । ଆଜି ସନ୍ଧ୍ୟରେ ପ୍ରବଳ ବର୍ଷା ସାଙ୍ଗ କୁ ପ୍ରବଳ ଘଡଘଡି ହେଉଥିବା ବେଳେ ଏହି ୬ଟି ଗୋରୁ ଗଛ ତଳେ ଆଶ୍ରୟ ନେଇଥିକେ। ସେହି ସମୟ ଗଛ ଉପରେ ବଜ୍ରପାତ ମାରିବାରୁ ଘଟଣା ସ୍ଥଳରେ ହି 6 ଗୋରୁ ପ୍ରାଣ ହରେଇଥିଲେ । ରାଜସ୍ୱ ନିରୀକ୍ଷକ ସେଠାରେ ପହଂଚି ଯେଉଁ ଲକଙ୍କ ଗୋରୁ ମୃତ୍ୟୁ ହେଇଛି ସେମାନଙ୍କୁ ଚିହ୍ନଟ କରି ବିଷମକଟକ ତହସିଲଦାର ଙ୍କୁ ରିପୋର୍ଟ ଦେଇଥିବା ସୁଚନା ମିଳିଛି।