ସୁକିନ୍ଦା ମହାବିଦ୍ୟାଳୟ ପରିସରରେ ମୁଁ ହିରୋ କାର୍ଯ୍ୟକ୍ରମ

0

ସୁକିନ୍ଦା (ଦୀପକ ଭଟ୍ଟାଚାର୍ଯ୍ୟ)

ଯାଜପୁର ଜିଲା ସୁକିନ୍ଦା ମହାବିଦ୍ୟାଳୟ ପରିସରରେ  ବ୍ଲକ ସ୍ତରୀୟ ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ପ୍ରିତିରଂଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବକ ମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, , ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ,ଜିଲ୍ଲା ପରିଷଦ ସଭ୍ୟା ୩୯ ଜୋନ,ସରୋଜିନୀ ରାଜ,,ସ୍ୱଣ୍ଣପ୍ରଭା ମଲ୍ଲିକ,ପ୍ରତାପ ପାତ୍ର,ସାଂସଦ ପ୍ରତିନିଧି ବିବେକାନନ୍ଦ ବୋଷ,ରାଜ୍ ନାରାୟଣ ଜେନା,ବିଜୁ ଯୁବ ବାହିନୀ ଜିଲ୍ଲା ମୂଖ୍ୟ ସଂଯୋଜକ,ମୁଖ୍ୟ ବକ୍ତା ଧରିତ୍ରୀ ରାଉତ, ଓସ୍କା ସମ୍ପାଦିକା,ସୁକିନ୍ଦା ବ୍ଲକ ଯୁବ ବିଜେଡି ସଭାପତି ଦେବୀପ୍ରସାଦ ମହାନ୍ତି,ସୁକିନ୍ଦା ମହାବିଦ୍ୟାଳୟ ର  ପ୍ରନସିପାଲ କୃଷ୍ନବଲ୍ଲଭ ଶତପଥୀ,ଅତିଥି ପରିଚୟ ପ୍ରଦାନ କରିଥିଲେ,ସୁକିନ୍ଦା ବ୍ଳକ ର ସମାଜ ମଂଗଳ ଅଧିକାରୀ ସନ୍ତୋଷ ପତି,ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ, ସୁକିନ୍ଦା ବ୍ଲକ ର ବିଜୁ ଯୁବ ବାହିନୀର ସଂଯୋଜକ,ମୃତ୍ୟୁରଞ୍ଜନ ସାହୁ ପ୍ରମୁଖ ଥିଲେ। ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗୋଉତମ  ସାହୁ, କଲ୍ଲଳୋ ବେହୁରା, ଯୁଧିଷ୍ଠିର ଦାସ,ପ୍ରମୁଖ ସହଯୋଗ କରିଥିଲେ

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସୁକିନ୍ଦା ବ୍ଲକ ର ମୁଁ ହିରୋ ଭାବରେ ଶ୍ରୀମାନ ଜୟପାଳ ମଣ୍ଡା,ସୁଶ୍ରୀ ଶୋଭା ନାଏକ,ସୁଶ୍ରୀ ରଜନୀ ମହାନ୍ତ,ସୋମ୍ୟଜିତ ବେହୁରା, ଶ୍ରୀମାନ ସତ୍ୟଜିତ ଦାସ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାଂସଦ ପ୍ରତିନିଧି ବିବେକାନନ୍ଦ ବୋଷ।

Leave a Reply

Your email address will not be published. Required fields are marked *

You cannot copy content of this page