Main Story

Editor’s Picks

ଯାଜପୁର ଖବର

ମାଓବାଦୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଣ ମାମଲା: ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡର ୨୬ ସ୍ଥାନରେ ଚଢ଼ାଉ କଲା ‘ଏନ୍‌ଆଇଏ’

ନୂଆଦିଲ୍ଲୀ: ମାଓବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଣ ମାମଲା ସମ୍ବନ୍ଧୀୟ ତଦନ୍ତ ଘଟଣାରେ ବିହାର, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ୨୬ ସ୍ଥାନରେ ଚଢ଼ାଉ କରି ତଲାସ କରିଥିବା କଥା...

ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀଙ୍କୁ ବିରାଟ କୋହଲି ଦସ୍ତଖତ କରିଥିବା ବ୍ୟାଟ୍ ଉପହାର ଦେଲେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ମେଲ୍‌ବର୍ଣ୍ଣ: ଶୁକ୍ରବାର ଦିନ ‘କ୍ବାଡ୍‌’ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ମାରିଜ୍‌ ପାଏନ୍‌ଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବିରାଟ କୋହଲି...

ନିର୍ବାଚିତ ହେଲେ ଉତ୍ତରାଖଣ୍ଡରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ଡ୍ରାଫ୍‌ଟ୍‌ କରିବାକୁ କମିଟି ଗଠନ କରିବ ‘ବିଜେପି’ ସରକାର: ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ‘ବିଜେପି’ ନେତା ପୁଷ୍କର ସିଂହ ଧାମୀ ଘୋଷଣା...

ପୁଲିସ-ମାଓବାଦୀ ଗୁଳି ବିନିମୟ: ସହିଦ୍ ହେଲେ ସିଆରପିଏଫ ଅଧିକାରୀ, ଜଣେ ଯବାନ ଗୁରୁତର

ମାଲକାନଗିରି: ଛତିଶଗଡ଼ର ବିଜାପୁରଠାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ଘଟଣାସ୍ଥଳରେ, ସିଆରପିଏଫ ଅଧିକାରୀଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଲେ...

ରାଜ୍ୟରେ ପୁଣି ୨୪ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁସଂଖ୍ୟା ୮୮୬୨କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୪ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

‘ଆଇପିଏଲ୍’ ନିଲାମ୍: ସର୍ବାଧିକ ୧୨.୨୫ କୋଟି ଟଙ୍କାରେ ଶ୍ରେୟସ୍ ଆୟେର୍ଙ୍କୁ କିଣିଲା ‘କୋଲ୍‌କାତା ନାଇଡ୍ ରାଇଡର୍ସ’

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁରେ ଚାଲିଥିବା ‘ଆଇପିଏଲ୍‌’ ନିଲାମ୍‌ ୨୦୨୨ରେ ସର୍ବାଧିକ ମୂଲ୍ୟରେ ନିଲାମ୍‌ ହୋଇଛନ୍ତି ଶ୍ରେୟସ୍‌ ଆୟେର୍‌। ତାଙ୍କୁ ୧୨.୨୫ କୋଟି ଟଙ୍କାରେ ନିଲାମ ଧରିଛି ‘କୋଲ୍‌କାତା...

ବଜେଟ୍‌ରେ ଘୋଷିତ ୭.୫ ଲକ୍ଷ କୋଟି ଟଙ୍କା ବ୍ୟୟ କର୍ମସଂସ୍ଥାନ ସୃଷ୍ଟି କରିବ: ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: ବଜେଟ୍‌ରେ ଘୋଷିତ ୭.୫ ଲକ୍ଷ କୋଟି ଟଙ୍କା ବ୍ୟୟ କର୍ମସଂସ୍ଥାନ ସୃଷ୍ଟି କରିବ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।ଲୋକସଭାରେ ‘କେନ୍ଦ୍ର ବଜେଟ୍‌ ୨୦୨୨-୨୩’...

ଚୂଡ଼ାନ୍ତ ଏକାଦଶର ଶୀର୍ଷ ୬ ଜଣଙ୍କୁ ବାଛିବା କଷ୍ଟକର ହେବ: ବିପ୍ଲବ

ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳର ଅହମଦାବାଦ ଗସ୍ତ କଟକ: ଓଡ଼ିଶା ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ରହିଛି। ବରୋଦା ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ...

କୋକସରାର ପୂର୍ବତନ ବିଧାୟିକା ରୋଶନି ସିଂହଦେଓଙ୍କର ପରଲୋକ

କୋକସରା: କଳାହାଣ୍ଡି ଜିଲ୍ଲାର କୋକସରାର ପୂର୍ବତନ ବିଧାୟିକା ରୋଶନି ସିଂହଦେଓଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଭୁବନେଶ୍ୱରରେ ପୁତ୍ର ତଥା...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।ଆୟ ବହିର୍ଭୂତ...

You cannot copy content of this page