Main Story

Editor’s Picks

ଯାଜପୁର ଖବର

ପୁରୀ ସମୁଦ୍ର ସ୍ନାନ ବେଳେ ଅଘଟଣ,ଜଣେ ମୃତ୍ୟୁ, ଜଣେ ନିଖୋଜ

ପୁରୀ (ସଙ୍କେତ ଖବର): ପୁରୀ ସମୁଦ୍ରରେ ରେ ଆଜି ତିନୋଟି ସ୍ଥାନରେ ଗାଧୋଇବା ସମୟରେ ବୁଡିଗଲେ ପର୍ଯ୍ଯଟକ। ୬ଜଣଙ୍କ ମଧ୍ୟରୁ ଜଣେ ମୃତ୍ଯୁବରଣ କରିଥିବା ବେଳେ ଆଉ...

ସାନଭାଇର ପନକୀ ଚୋଟ ରେ ବଡଭାଇ ଗୁରୁତର

ବଲାଙ୍ଗିର (ସଙ୍କେତ ଖବର): ସାନଭାଇର ପନିକୀ ଚୋଟରେ ବଡଭାଇ ଗୁରୁତର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ବଡ଼ ଭାଇ। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା...

ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ମୃତକଙ୍କୁ ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର (ସଙ୍କେତ ଖବର): କୋଭିଡ୍ ମହାମାରୀରେ ମୃତ୍ଯୁବରଣ କରିଥିବା ନାଗରିକମାନଙ୍କ ପରିବାର ସଦସ୍ୟ ବା ନିକଟତମ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ରାଜ୍ଯ ସରକାର...

ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ପରିଦର୍ଶକଙ୍କ ଦେହାନ୍ତ

ଯାଜପୁର (ସଙ୍କେତ ଖବର): ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ପରିଦର୍ଶକ ସେକ ଅବୁମଞ୍ଜର(୫୪)ଙ୍କ ଗତକାଲି ମଧ୍ୟାହ୍ଣରେ ଦେହାନ୍ତ ହୋଇଛି। ସେ କିଛିଦିନ ହେଲା ମଧୁମେୟ ରୋଗ...

ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପାଇଁ ଏମଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର (ସଙ୍କେତ ଖବର): ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପାଇଁ ଏମଓୟୁ। ଏଣିକି ଓଡ଼ିଆ ଭାଷାରେ ଇଂଜିନିୟରିଂ ପାଠ୍ୟକ୍ରମ ପାଇଁଁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ...

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା

ଭୁବନେଶ୍ୱର (ସଙ୍କେତ ଖବର): ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ରାଜ୍ୟ ବିଜେପି...

କଇଁ ଫୁଲ ତୋଳିବାକୁ ଯାଇ ଦୁଇ ନାବାଳକଙ୍କ ସଲୀଳ ସମାଧି

ଯାଜପୁର (ସଙ୍କେତ ଖବର): ଯାଜପୁର ମଙ୍ଗଳପୁର ଥାନା କୁଟୁରିଆ ନିକଟସ୍ଥ ବୈତରଣୀ ନଦୀ କଣ୍ଡିଆ ରେ ଏକ ଅଭାବନୀୟ ଘଟଣା ଘଟିଛି। କଇଁ ଫୁଲ ତୋଳିବାକୁ ଯାଇ...

3rd IRB ବାଟେଲିୟନ ପରିସରରେ ଯବାନଙ୍କ ମୃତ୍ୟୁ

ଯାଜପୁର (ସଙ୍କେତ ଖବର): ଯାଜପୁର ସୁକିନ୍ଦା ସ୍ଥିତ ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟେଲିୟନ ପରିସରରେ ଯବାନଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଗୋପୀନାଥ ଜେରାଇ । ସେ...

You cannot copy content of this page