ହାଟିଆ ଏବଂ ବେଙ୍ଗାଲୁରୁ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍: ଏଲଟିଟି ସ୍ପେଶାଲ୍ ଟ୍ରେନ୍ ସାମୟିକ ବାତିଲ
ଭୂବନେଶ୍ୱର (ସଙ୍କେତ ଖବର): ରେଳ ମନ୍ତ୍ରଣାଳୟ ପକ୍ଷରୁ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।୦୮୬୩୭/୦୮୬୩୮ହାଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ.-ହାଟିଆ ବିଶେଷ ଟ୍ରେନ...