ଯାଜପୁର ରୋଡ଼ ପ୍ରେସ କ୍ଲବ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ।
![](https://www.sanketkhabar.com/wp-content/uploads/2021/01/FB_IMG_1611644947651.jpg)
ଯାଜପୁର (ସଙ୍କେତ ଖବର) ଯାଜପୁର ରୋଡ୍ ପ୍ରେସ୍ କ୍ଲବ୍ ପକ୍ଷରୁ ପ୍ରେସ୍ କ୍ଲବ୍ ସମ୍ମୁଖରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରେସ୍ କ୍ଲବ୍ ସଭାପତି ସୁଜିତ୍ କୁମାର ମଲ୍ଲିକ୍ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବର ଉପଦେଷ୍ଟା ପ୍ରଣବ କୁମାର ବିଶ୍ବାଳ,ହର୍ଷବର୍ଦ୍ଧନ ବେହେରା, ପିତବାସ ଭୁୟାଁ,ଉପସଭାପତି ପ୍ରଭୁଦତ୍ତ ମହାନ୍ତି,ସାଧାରଣ ସମ୍ପାଦକ ସଞ୍ଜୟ ଖଣ୍ଡାଇ,ସହ ସମ୍ପାଦକ ପ୍ରତାପ କୁମାର ବେହେରା, ଶୁଭାଶିଷ ରାଉତ୍, ବିକ୍ରମ୍ କେଶରୀ ସାହୁ, ଜ୍ୟୋତିସ୍ମିତା ନାୟକ,ଅଭିଳାଷ ଦାସ୍, ବିଶ୍ବଜିତ୍ କର,ଶୁଭାଶିଷ ଦାସ୍ ମହାପାତ୍ର,ଶୁଭେନ୍ଦୁ କୁମାର ନାୟକ,ସନ୍ତୋଷ କୁମାର ରଥ,ମଳୟ ବିଶ୍ବାଳ,ବିନୟ କୁମାର ରାଉତ୍ ପ୍ରମୁଖ ସଦସ୍ୟ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏଥିରେ ନିମନ୍ତ୍ରିତ ଅତିଥି ଭାବେ ନୋଟାରୀ ପବ୍ଲିକ୍ ଆଇନୀଜିବି ଅନନ୍ତ ପ୍ରସାଦ କର ଯୋଗଦେଇ ସାଧାରଣ ତନ୍ତ୍ର ଦିବସ ପାଳନର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ।
![](https://www.sanketkhabar.com/wp-content/uploads/2021/01/FB_IMG_1611644938119.jpg)