ଗାଁରେ 15 ଫୁଟରୁ ଉର୍ଦ୍ଧ ଅଜଗର ସାପ ଉଦ୍ଧାର

0

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସାଆତେରପୁର । ସାଆତେରପୁର ଗାଁର ଧରଣୀଧର ପାତ୍ରଙ୍କ ଘର ବାଡିରୁ ଦେଖିବାକୁ ମିଳିଛି ଏତେ ବଡ ଅଜଗର। ଧରଣୀଧରଙ୍କ ପରିବାର ଲୋକ ବାଡିକୁ କୌଣସି ଏକ କାମରେ ଯାଇଥିବା ବେଳେ ଦେଖିଥିଲେ ଅଜଗରକୁ । ଏତେ ବଡ ଅଜଗରକୁ ଦେଖି ଧରଣୀଧର ଙ୍କ ପରିବାର ଲୋକ ଭୟବିତ ହୋଇ ଗାଁ ଲୋକଙ୍କୁ ଉଦ୍ଧାର ପାଇଁ ଡାକିଥିଲେ ।ତେବେ ଗାଁ ଲୋକ ମଧ୍ୟ ଅଜଗର ସାପ ନିକଟକୁ ଯିବାକୁ ସାହାସ ନକରି ସ୍ନକେ କେହେଲ୍ଫ ଲାଇନକୁ ଫୋନ କରିଥିଲେ।ଫୋନ ପାଇ ସ୍ନକେ ହେଲ୍ପ ଲାଇନ ସଭ୍ୟ ସୌମଜିତ ବେହୁରା ଘଟଣା ସ୍ଥଳରେ ପହଞ୍ଚି ଅଜଗର ସାପ କୁ ଉଦ୍ଧାର କରିଥିଲେ। ତେବେ ଅଜଗର ସାପ ଗୋଟେ ମାଙ୍କଡ ଖାଇଥିବାରୁ ଘଟଣା ସ୍ଥଳରୁ ଯାଇପାରୁନଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page