ଯାଜପୁର(ସଂକେତ ଖବର)ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ରେ ଓଡ଼ିଆ ଙ୍କ କମାଲ। କମନ ଲ ଆଡମିସନ ଟେଷ୍ଟ ବା କ୍ଳାଟ ପ୍ରବେଶିକା ପରୀକ୍ଷା ରେ ଯାଜପୁର ବିଂଝାରପୁର ଅରେଇ ବରମପୁର ଗାଁ ର ରାଜୀବ ମହାନ୍ତି ଓ ମମତା ସାମଲ ଙ୍କ ପୁଅ ଅନମୋଲ ସାଇ ଟପର ହୋଇଛନ୍ତି।

ସେ ସାରା ଦେଶରେ 39 ତମ ସ୍ଥାନ ରେ ଥିବା ବେଳେ ଓଡିଶା,ବିହାର,ଛତିଶଗଡ଼, ଝାରଖଣ୍ଡ ରାଜ୍ୟ ରେ ପ୍ରଥମ ସ୍ଥାନ ରେ ରହିଛନ୍ତି। ଅନମୋଲ ଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ପଛରେ ପରିବାର ଲୋକଙ୍କ ବିଶେଷ ହାତ ଥିବା ପ୍ରତିକ୍ରିୟା ଦେଇଛନ୍ତି ଅନମୋଲ।

Leave a Reply

Your email address will not be published. Required fields are marked *

You cannot copy content of this page