jajpur

ବିଭିନ୍ନ ଦାବି ନେଇ ଜିଲାପାଳ ସମ୍ମୁଖରେ ବାମ ସଂଗଠନ ସମୂହ ପକ୍ଷରୁ ବିକ୍ଷୋଭ

ଯାଜପୁର(ସଂକେତ ଖବର) ବିଭିନ୍ନ ଦାବି ନେଇ ଆଜି ଜିଲାପାଳ ଅଫିସ ସମ୍ମୁଖରେ ବାମ ସଂଗଠନ ସମୂହ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ.ଆଇ.ଟି.ୟୁ.ସି., ଅଲ୍ ଇଣ୍ଡିଆ କୃଷକ...

ଅଟଳ ହତ୍ୟା ମାମଲା,ପୋଲିସ ର ତଦନ୍ତ ରେ ଅସନ୍ତୁଷ୍ଟ ଗ୍ରାମବାସୀ ଥାନା ଘେରିଲେ।

ଦଶରଥପୁର(ସଂକେତ ଖବର) ମଙ୍ଗଳପୁର ଥାନା ଇସ୍‌ମାଇଲ୍‌ପୁର ଗ୍ରାମର ବିଜେପି ନେତା ସୁବାସ କୁଅଁର ଓରଫ୍ ଅଟଳଙ୍କ ହତ୍ୟା ଘଟଣା ପ୍ରତିବାଦ କରି ଗ୍ରାମବାସୀ ପକ୍ଷରୁ ଥାନା ଘେରାଉ...

ସାଗରୀ ଦିଦି:ଡ଼.ଜ୍ୟୋତିପ୍ରକାଶ ମହାପାତ୍ର

ଜଲସା ଦିଦି ଏ ପୃଥିବୀରୁ କେବେଠାରୁ ବିଦାୟ ନେଇ ସାରିଲେଣି। କିନ୍ତୁ ତାଙ୍କ ସେଇ ନାଁ ଯାହା ସେ ଝୁନିକୁ ଦେଇଥିଲେ, ସବୁଦିନେ ମୋର ମନେ ରହିଗଲା।...

ସମ୍ଭାବ୍ୟ ବାତ୍ୟା “ୟାସ୍‌” ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ:ଜିଲାପାଳ

ଯାଜପୁର (ସଙ୍କେତ ଖବର): ବାତ୍ୟା “ୟାସ” ରେ ଉପକୁଳବର୍ତୀ ଜିଲ୍ଲା ଗୁଡିକ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି...

ଓ.ଏ.ଏସ୍‌. ଅଧିକାରୀଙ୍କ ସୁରକ୍ଷା ପାଇଁ ଦାବି ପତ୍ର ପ୍ରଦାନ ।

ଯାଜପୁର, (ସଂକେତ ଖବର) ଯାଜପୁର ଜିଲ୍ଳ୍‌ାରେ କାର୍ଯ୍ୟରତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ମାନଙ୍କର ସୁରକ୍ଷା ପାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଏକ ସ୍ମାରକ ପତ୍ର ଜିଲ୍ଳ୍‌ାପାଳଙ୍କ ମାଧ୍ୟମରେ...

ଝରାଫୁଲ ହତ୍ୟାକାଣ୍ଡ, ଶକ୍ତି ସ୍ୱାଇଁ ଗିରଫ,ଟଙ୍କା ପାଇଁ ହୋଇଥିଲା ହତ୍ୟା

ଯାଜପୁର:ଖୋଲିଲା ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାପୁଂଲର ହତ୍ୟା ରହସ୍ୟ । ଟଙ୍କା ନେଣଦେଣକୁ କେନ୍ଦ୍ର କରି ହୋଇଥିଲା ହତ୍ୟାକାଣ୍ଡ । ଝରାପୁଂଲ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ...

ଗାନ୍ଧୀଙ୍କ ଓଡିଶା ନାଟକରେ ଅଭିଭୁତ ଦର୍ଶକ ।

ଯାଜପୁର(ସଂକେତ ଖବର) ଗାନ୍ଧୀଙ୍କ ଆଦର୍ଶ, ବିଚାରଧାରା, ଚିନ୍ତା ଓ ଚେତନା କାଳଜୟୀ । ଯୁଗ ପରେ ଯୁଗ ଏହା ମାନବ ସମାଜର ଉଚିତ ମାର୍ଗ ଦର୍ଶନ କରିଚାଲିଥିବ...

ଓଡିଶା ଆଗମନର ଶତବାର୍ଷିକୀରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ।

ଯାଜପୁର(ସଂକେତ ଖବର) ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଓଡିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ ଯାଜପୁର ଜିଲ୍ଳ୍‌ା ପ୍ରଶାସନ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଚ୍ଥି । ୧୯୨୧...

1 ମିନିଟରେ ୧୭ ଶ୍ଳୋକ ଗାଇ ସର୍ବ ଭାରତୀୟ ସ୍ତରରେ ପ୍ରଥମ ହେଲେ ଆଦ୍ୟାଜ୍ୟୋତି

ଯାଜପୁର(ସଂକେତ ଖବର) ଯାଜପୁର ସହରସ୍ଥ ବିବିସରାଇ ଗ୍ରାମର ଆଦିତ୍ୟ କୁମାର ଦାଶଙ୍କ ୧୦ ବର୍ଷର ଝିଅ ତଥା ସହରସ୍ଥ ଡିଏଭି ସ୍କୁଲର ୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି...

ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ବୈଠକ ଅନୁଷ୍ଠିତ ।

ଯାଜପୁର, ତା ୧୦ା୩(ସଂକେତ ଖବର) ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଓଡିଶା ଆଗମନ ଘଟିଥିଲା ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ । ସେହିପରି ଯାଜପୁରଜିଲ୍ଲାକୁ ୧୯୩୪ ମସିହା...

You cannot copy content of this page