କଳିଙ୍ଗ ନଗର ଶିଳ୍ପାଞ୍ଚଳର ସ୍ଥିତି ଅନୁଧ୍ୟାନ ରାସ୍ତା କଡରୁ ହଟିବ ପାର୍କିଂ,ପାରିପାର୍ଶ୍ୱିକ ବିକାଶକୁ ମିଳିବ ଗୁରୁତ୍ୱ
କଳିଙ୍ଗନଗର(ସଙ୍କେତ ଖବର) ବିସ୍ଥାପିତଙ୍କ ଥଇଥାନ ସହ ପାରିପାର୍ଶ୍ୱିକ ବିକାଶ ଦ୍ୱାରା ହିଁ ଶିଳ୍ପାୟନ ସଫଳ ହୋଇଥାଏ।ସେଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ଲାଗି ଜମି ଅଧିଗ୍ରହଣ କରୁଥିବା ଇଡକୋ କର୍ତ୍ତୃପକ୍ଷ,ଶିଳ୍ପାଞ୍ଚଳର...