ଫେସବୁକରୁ ନିମନ୍ତ୍ରଣ
ପାଇ ଗାଁରେ ପହଞ୍ଚି ଲୋକଙ୍କ
ସମସ୍ୟା ଶୁଣିଲେ ଯାଜପୁର ସାଂସଦ
ଯାଜପୁର(ସଂକେତ ଖବର) ରାଜ୍ୟ ସରକାର 5ଟି କୁ ଗୁରୁତ୍ୱ ଦେଉଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଯାଜପୁର ସାଂସଦ ଙ୍କ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି।...