କରୋନା ପାଇଁ ବାତିଲ ହେଲା ଟ୍ରେନ, ଜାଣନ୍ତୁ କେଉଁ କେଉଁ ଟ୍ରେନ

0

ଭୂବନେଶ୍ୱର (ସଙ୍କେତ ଖବର): କୋଭିଡ ମହାମାରୀ ସତର୍କତାକୁ ଦୃଷ୍ଟିରେ ରଖି ଭୂବନେଶ୍ୱର-ନୂଆଦିଲ୍ଲୀ-ଭୂବନେଶ୍ୱର ରାଜଧାନୀ ସ୍ୱତନ୍ତ୍ର ଟ୍ରେନକୁ ବାତିଲ କରିଦିଆଯାଇଛି ।
(1)୦୨୮୨୩- ଭୂବନେଶ୍ୱର ରୁ ଛାଡୁଥିବା ରାଜଧାନୀ ସ୍ୱତନ୍ତ୍ର ଟ୍ରେନ ଭାୟା ଟାଟା ଚଳିତ ମାସ ଜୁନ୍-୧୧,୧୪,୧୭ ଓ ୧୮ ରେ ବାତିଲ ରହିବ।
(2)୦୨୮୨୪-ନୂଆଦିଲ୍ଲୀରୁ ଛାଡୁଥିବା ରାଜଧାନୀ ସ୍ୱତନ୍ତ୍ର ଟ୍ରେନ ଭାୟା ଟାଟା ଜୁନ୍-୧୨,୧୫,୧୭ ଓ ୧୯ ତାରିଖରେ ବାତିଲ ରହିବ।
(3)୦୨୮୨୫- ଭୂବନେଶ୍ୱରରୁ ଛାଡୁଥିବା ରାଜଧାନୀ ସ୍ୱତନ୍ତ୍ର ଟ୍ରେନ ଭାୟା ଆଦ୍ରା ଜୁନ୍-୧୬ ତାରିଖ ଦିନ ବାତିଲ ରହିବ।
(4)୦୨୮୨୬- ନୂଆଦିଲ୍ଲୀରୁ ଛାଡିବାକୁ ଥିବା ରାଜଧାନୀ ସ୍ୱତନ୍ତ୍ର ଟ୍ରେନ ଭାୟା ଆଦ୍ରା ଜୁନ୍-୧୮ ତାରିଖ ଦିନ ବାତିଲ ରହିବ।
(5)୦୨୮୫୫- ଭୂବନେଶ୍ୱରରୁ ଛାଡୁଥିବା ରାଜଧାନୀ ସ୍ୱତନ୍ତ୍ର ଟ୍ରେନ ଭାୟା-ସମ୍ବଲପୁର ଜୁନ୍-୧୨ ଓ ୧୯ ତାରିଖ ରେ ବାତିଲ ରହିବ।
(6)୦୨୮୫୬- ନୂଆଦିଲ୍ଲୀ ରୁ ଛାଡୁଥିବା ରାଜଧାନୀ ସ୍ୱତନ୍ତ୍ର ଟ୍ରେନ ଭାୟା- ସମ୍ବଲପୁର ଜୁନ-୧୩ ଓ ୨୦ ତାରିଖ ଦିନ ବାତିଲ ରହିବ। ।

Leave a Reply

Your email address will not be published. Required fields are marked *

You cannot copy content of this page